କିଛି ମାନିଲେନି! ଚପଲ ଠେଙ୍ଗା ରେ ସେକି ଦେଇଗଲେ ବିଦ୍ୟୁତ୍ ଚୋରି ଧରିବାକୁ ଯାଇ ଏନଫୋର୍ସମେଣ୍ଟ ଟିମ୍କୁ ମାଡ଼ ଭଦ୍ରକ, ଚଣ୍ଡୀପୁର l
ବାରମ୍ବାର ବିଦ୍ୟୁତ୍ ଚୋରି କରି ଲାଇନ୍ ଜାଳୁଥିଲେ, ଦୁଇ ଥର ଧରା ପଡ଼ବା ପରେି ଫାଇନ ମଧ୍ୟ ଦେଇଥିଲେ। ଗତ ଜୁନ ୧୯ ତାରିଖରେ ତୃତୀୟ ଥର ଚୋରୀ କରି ହୁକ ପକାଇ ବିଦ୍ୟୁତ ଜଳାଉଥିବା ବେଳେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମ ଚଢାଉ କରିବାରୁ ତାଙ୍କୁ ଗାଳି ଗୁଲଜ କରିବା ସହ ନିସ୍ତୁକ ମାଡ ମଧ୍ୟ ମାରିଲେ । ଭଦ୍ରକ ବନ୍ତ ଥାନା ଅଧୀନ ଚଣ୍ଡୀପୁରରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମର କର୍ମଚାରୀଙ୍କୁ ମାଡର ଭିଡିଓ ଭାଇରାଲ ହେଉଛି ।
#Bhadrak #OdishaCrime #ElectricityTheft #PowerRaid #ViralVideo #EnforcementTeam #OdishaNews #PoliceInvestigation #OdishaTV
#PowerTheft #BhadrakNews #ViralVideo #CrimeNews #EnergyDepartment
#LatestNews #NewsUpdate #OdiaNews
#NewsAlert #news7odia
Korai, Jajpur | Jun 22, 2026