ଯାଜପୁର ଜିଲ୍ଲା କୋରେଇ ପୂର୍ବକୋଟ ଅଞ୍ଚଳରେ ଚାଞ୍ଚଲ୍ୟ। ବାଇକ୍ରେ ଆସି ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ୨ ଯୁବକ। ଘଟଣାର ସମ୍ପୂର୍ଣ୍ଣ ଭିଜୁଆଲ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଗୁଳି ବାଇକ୍ରେ ବାଜିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ ଜଣ ବ୍ୟକ୍ତି। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କୋରେଇ ଥାନା ପୋଲିସ।
#Odisha #Jajpur #Korei #CrimeNews #BreakingNews #CCTVFootage #OdishaPolice #JajpurNews #KoreiPolice #GunFiring #LatestNews #ViralNews #OdiaNews #JajpurSP #CrimeAlert #news7odia
Korai, Jajpur | Jun 22, 2026