Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
बिहार
बारिश
India
कांग्रेस
भाजपा
Accident
Congress
Modi
Delhi
Viral
Up
Bollywood
दिल्ली
Breakingnews
महिला
Narendramodi
Madhya_pradesh
Pmmodi
Rahulgandhi
Biharfloods
Uttarpradesh
Haryana
usr869859281
ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha #facebookfollowersfollowers
Jeypore, Koraput
| Aug 28, 2026
#jeypore
#jeyporenews
#jeyporeupdatenews
#jeyporesocialmedia
#koraputupdate
#koraput
#rayagada
#malakangiri
#nabarangpur
#viralpost2024
#viralfacebookpage
#public
#highlightseveryonefollowers2025
#highlights
#dmkoraput
#cmodisha
#facebookfollowersfollowers
MORE NEWS
ଏଣିକି କଲେଜ୍ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ ! #breakingnews #shorts
Jeypore, Koraput | Aug 28, 2026
ରାଜକନିକା ବ୍ଲକ ଯାଦବ ମହାସଭା ତରଫରୁ ବନ୍ୟା ପ୍ରଭାବିତ ଅଞ୍ଚଳ ରେ ରିଲିଫ ସହାୟତା. || RAJKANIKA || #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates
Jeypore, Koraput | Aug 28, 2026
ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି. #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates
Jeypore, Koraput | Aug 28, 2026
ପ୍ରତିବାଦ କରିବା ସମସ୍ତଙ୍କ ଅଧିକାର ଅଛି କିନ୍ତୁ ଆଇନି ହାତକୁ ନେଇ ନୁହେଁ. #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates
Jeypore, Koraput | Aug 28, 2026
ଜୟପୁର ଜୟନଗର ଏରିଆ ରେ ସୁନା ଓ ରୁପା ଚୋରି ହୋଇଥିବା ଜିନିଷ ଜୟପୁର ଟାଉନ ଥାନା ଉଦ୍ଧାର କରି ଚୋରି ହୋଇଥିବା ଘର ବ୍ୟକ୍ତି କୁ ସୁନା ରୁପା ହସ୍ତାନ୍ତର କରିଛି ଟାଉନ ପୁଲିସ,ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା କରିଛନ୍ତି
Jeypore, Koraput | Aug 28, 2026
ଜୟପୁର ସହର ରେ ଜୟପୁର ପୌରପାଳିକା ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଙ୍କ ଅଚାନକ ପନିର ଦୋକାନ ରେ ଚଡାଉ ଗ୍ରାହକଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ପନିର ଯୋଗାଇବା ଉପରେ ପ୍ରଶାସନ ର ଗୁରୁତ୍ୱ, ଜୟପୁର ପୌରପାଳିକା ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପକ୍ଷରୁ ସହରର ବିଭିନ୍ନ ହୋଟେଲ,ପନିର ଦୋକାନ ରେ ଯାଞ୍ଚ ଓ ଚଢ଼ାଉ କରାଯାଇଛି। ଦୋକାନରେ ପନିର ର ମାନ ପରିଷ୍କାର-ପରିଚ୍ଛନ୍ନତା ଓ ଅନ୍ୟାନ୍ୟ ବିଷୟ ଯାଞ୍ଚ କରାଯାଇଥିବଲା ଏବଂ ପଲଥିନ ଉପରେ ଯାଞ୍ଚ କରିଥିବା ସୂଚନା।
Jeypore, Koraput | Aug 28, 2026
ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ଏବେ କୋରାପୁଟ ଜିଲ୍ଲାର ମହିଳାଙ୍କ ପାଇଁ ଆର୍ଥିକ ସହାୟତାର ଏକ ମୁଖ୍ୟ ମାଧ୍ୟମ ପାଲଟିଛି। ଯୋଜନାର ୫ମ କିସ୍ତିର ଟଙ୍କା କୋରାପୁଟ ଜିଲ୍ଲାର ୩ ଲକ୍ଷ ୧୬ ହଜାର ୭୪୫ ଜଣ ସୁଭଦ୍ରା ଉପଭୋକ୍ତାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି। ଏହାକୁ ନେଇ ଜିଲ୍ଲାର ମହିଳାଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ପ୍ରକାଶ ପାଇଛି। ଏହି ଅବସରରେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଅଡିଟୋରିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
Jeypore, Koraput | Aug 28, 2026
ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଠାରେ ଜାତୀୟ ସ୍ପୋର୍ଟସ୍ ଦିବସ ଉପଲକ୍ଷେ ଖେଲେଗା ଭାରତ, ଜିତେ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
Jeypore, Koraput | Aug 28, 2026