ଜୟପୁର ସହର ରେ ଜୟପୁର ପୌରପାଳିକା ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଙ୍କ ଅଚାନକ ପନିର ଦୋକାନ ରେ ଚଡାଉ
ଗ୍ରାହକଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ପନିର ଯୋଗାଇବା ଉପରେ ପ୍ରଶାସନ ର ଗୁରୁତ୍ୱ,
ଜୟପୁର ପୌରପାଳିକା ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପକ୍ଷରୁ ସହରର ବିଭିନ୍ନ ହୋଟେଲ,ପନିର ଦୋକାନ ରେ ଯାଞ୍ଚ ଓ ଚଢ଼ାଉ କରାଯାଇଛି। ଦୋକାନରେ ପନିର ର ମାନ ପରିଷ୍କାର-ପରିଚ୍ଛନ୍ନତା ଓ ଅନ୍ୟାନ୍ୟ ବିଷୟ ଯାଞ୍ଚ କରାଯାଇଥିବଲା ଏବଂ ପଲଥିନ ଉପରେ ଯାଞ୍ଚ କରିଥିବା ସୂଚନା।