Public App Logo
Jansamasya
Bihar
���िहार
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
Aimim
Railway
Bsf
Fatehpur
No video available

ସମ୍ବଲପୁର ମ୍ୟୁନିସିପାଲଟି: ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ନିକଟରେ ସଡ଼କ ଦୁର୍ଘଟଣା ଦୁଇ ଆହତ

ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ନିକଟରେ ସଡ଼କ ଦୁର୍ଘଟଣା ଦୁଇ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 8 ଟା ରେ ଦୁଇ ଜଣ ବାଇକ ଆରୋହୀ ଘରକୁ ଫେରୁଥିବା ସମୟରେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା l ଯାହାଫଳରେ ଉଭୟେ ବାଇକ ରୁ ପଡି ଯାଇ ଆହତ ହୋଇଥିଲେ l ତୁରନ୍ତ ତାଙ୍କୁ ସମ୍ବଲପୁର ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ଆଣି ଚିକିତ୍ସା କରାଯାଇଛି l

MORE NEWS