ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ରାମ ମନ୍ଦିର ଠାରେ ଶୀତଳ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ
ଆଜି ହୀରାକୁଦ ୟୁଏସଜି ଫାଉଣ୍ଡେସନ୍ ଏବଂ ଲାୟନ୍ସ କ୍ଲବ ମହାନଦୀ ଦ୍ୱାରା ମିଳିତ ଭାବେ ଅଲିଣ୍ଡ ଛକ ଠାରେ ଥିବା ରାମ ମନ୍ଦିରରେ ଶୀତଳ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ କରାଯାଇଛି Iଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲାୟନ ପ୍ରଦିପ ଅଗ୍ରୱାଲ ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ ଭାବେ ଯୋଗ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ୟୁଏସଜି ଫାଉଣ୍ଡେସନ୍ ସଦସ୍ୟ ମାନେ ଉପସ୍ଥିତ ଥିଲେ Iଏନେଇ ଆୟୋଜକଙ୍କ ପକ୍ଷରୁ ଆଜି ରାତିରେ ଏକ ପ୍ରେସ ରିଲିଜ ମାଧ୍ୟମରେ ସୁଚନା ଦିଆଯାଇଛି।