ସମ୍ବଲପୁର ମ୍ୟୁନିସିପାଲଟି: ସ୍ଥାନୀୟ ଜଗନ୍ନାଥ କଲୋନୀ କ୍ଲବ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅବସର ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ସ୍ଥାନୀୟ ଜଗନ୍ନାଥ କଲୋନୀ କ୍ଲବ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନ ରେ ଡ :ଦିଲ୍ଲୀପ ନନ୍ଦ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ନୂତନ କର୍ମକର୍ତ୍ତା ଦାୟିତ୍ୱ ଗ୍ରହଣ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଜଗନ୍ନାଥ କଲୋନୀ ବାସୀ ଗ୍ରୀଷ୍ମ ଓ ବର୍ଷା ଋତୁରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିଷଦ ଆଲୋଚନା ହୋଇଥିଲା।ଦୀର୍ଘ ବର୍ଷ ଧରି ନାଳି ଓ ରାସ୍ତା ସମସ୍ୟା ଲାଗି ରହୁଥିବାରୁ କଲୋନୀବାସୀ ଯମଯନ୍ତ୍ରଣା ଭୋଗୁଛନ୍ତି ଓ ଏହାର ତୁରନ୍ତ ସମାଧାନ ଦିଗରେ ନିର୍ବାଚିତ ନୂତନ କର୍ମକର୍ତ୍ତା କାମ କରିବେ ବୋଲି ନବ ନିର୍ବାଚ