ମହାକାଳପଡା: ହଳଦିଆଗୋଡା ଠାରେ ଏକ କାର୍ଯ୍ୟକ୍ରମ ରେ ମନ୍ତ୍ରୀଙ୍କ ଯୋଗଦାନ
ମହାକାଳପଡା ନିର୍ବାଚନ ମଣ୍ଡଳୀର ବେରୁଂହା ଗ୍ରାମପଞ୍ଚାୟତ ର ହଳଦିଆ ଗୋଡ଼ା ଠାରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଥିବା ପଚିଶତମ ବାର୍ଷିକ ରାମ ଚରିତ ମାନସ ନବାନ୍ନ ପାରାୟଣ ଏବଂ ବିଶ୍ୱ କଲ୍ୟାଣକାରୀ ମହାଯଂଜ୍ଞ ରେ ଆଜି ସନ୍ଧ୍ୟା ୭.୩୦ମିନିଟ ସମୟରେ ଯୋଗଦେଇ ଶୁଭ ଆଶିଷ ଲାଭ କଲେ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ। ଏବଂ ଗ୍ରାମବାସୀଙ୍କ ସହ ବିଭିନ୍ନ ସମ୍ପର୍କରେ ଆଲୋଚନା ମଧ୍ୟ କରିଥିବା ସୂଚନା।