ବେଆଇନ ବାଲି ଟ୍ରାକ୍ଟର ଲୋଡିଂ କୁ ନେଇ ୨ ଟ୍ରାକ୍ଟର ଡ୍ରାଇଭର ଙ୍କ ମଧ୍ୟରେ ସଂଘର୍ଷ। ଉଭୟ ଆହତ ଅବସ୍ଥାରେ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି। ଘସିପୁରା ଥାନା ତରିମୂଳ ଗାଁରେ ସେଣ୍ଢେଇ ନଦୀରୁ ବେଆଇନ ବାଲି ଲୋଡିଂ ଘଟଣା କୁ କେନ୍ଦ୍ରକରି ୨ ଟ୍ରାକ୍ଟର ଡ୍ରାଇଭର ହାତାହାତି। ଗାଁର ମିଥୁନ ପାତ୍ର ନାମକ ଯୁବକ ନିଜ ପତ୍ନୀ କୁ ନେଇ ବାଇକ ରେ ଯାଉଥିବା ସମୟରେ ବାପୁନ ମଲ୍ଲିକ ସେମାନଙ୍କୁ ଅଚାନକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି।
#tarimul #ghasipura #anandapur #kendujhar #Odisha
#kendujharhalchal
Anandapur, Kendujhar | Jun 12, 2026