Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ OPSC କୃତୀଙ୍କୁ ସମ୍ବର୍ଦ୍ଧନା ଓ PMJJBY ଦାବି ରାଶି ବଣ୍ଟନ,କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ,ଖାଳିଆମେଣ୍ଟା ଶାଖା ପକ୍ଷରୁ OPSC ପରୀକ୍ଷାରେ ୧୮୫ତମ ରାଙ୍କ ହାସଲ କରିଥିବା କୃଷ୍ଣଚନ୍ଦ୍ର ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧନା। #odishagraminbank #khaliamenta #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 4, 2026

MORE NEWS

ବେଆଇନ ବାଲି ଟ୍ରାକ୍ଟର ଲୋଡିଂ କୁ ନେଇ ୨ ଟ୍ରାକ୍ଟର ଡ୍ରାଇଭର ଙ୍କ ମଧ୍ୟରେ ସଂଘର୍ଷ। ଉଭୟ ଆହତ ଅବସ୍ଥାରେ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି। ଘସିପୁରା ଥାନା ତରିମୂଳ ଗାଁରେ ସେଣ୍ଢେଇ ନଦୀରୁ ବେଆଇନ ବାଲି ଲୋଡିଂ ଘଟଣା କୁ କେନ୍ଦ୍ରକରି ୨ ଟ୍ରାକ୍ଟର ଡ୍ରାଇଭର ହାତାହାତି। ଗାଁର ମିଥୁନ ପାତ୍ର ନାମକ ଯୁବକ ନିଜ ପତ୍ନୀ କୁ ନେଇ ବାଇକ ରେ ଯାଉଥିବା ସମୟରେ ବାପୁନ ମଲ୍ଲିକ ସେମାନଙ୍କୁ ଅଚାନକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି।
#tarimul #ghasipura #anandapur #kendujhar #Odisha 
#kendujharhalchal

ବେଆଇନ ବାଲି ଟ୍ରାକ୍ଟର ଲୋଡିଂ କୁ ନେଇ ୨ ଟ୍ରାକ୍ଟର ଡ୍ରାଇଭର ଙ୍କ ମଧ୍ୟରେ ସଂଘର୍ଷ। ଉଭୟ ଆହତ ଅବସ୍ଥାରେ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି। ଘସିପୁରା ଥାନା ତରିମୂଳ ଗାଁରେ ସେଣ୍ଢେଇ ନଦୀରୁ ବେଆଇନ ବାଲି ଲୋଡିଂ ଘଟଣା କୁ କେନ୍ଦ୍ରକରି ୨ ଟ୍ରାକ୍ଟର ଡ୍ରାଇଭର ହାତାହାତି। ଗାଁର ମିଥୁନ ପାତ୍ର ନାମକ ଯୁବକ ନିଜ ପତ୍ନୀ କୁ ନେଇ ବାଇକ ରେ ଯାଉଥିବା ସମୟରେ ବାପୁନ ମଲ୍ଲିକ ସେମାନଙ୍କୁ ଅଚାନକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। #tarimul #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 12, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷ ଶାସନ ଅବସରରେ ମନ୍ଦିରରେ ପୂଜାର୍ଚନା,ଖାଳିଆମେଣ୍ଟା ମଣ୍ଡଳ ସଭାପତି ଯୋଗେନ୍ଦ୍ର ବାବୁ ଦାସଙ୍କ ନେତୃତ୍ୱରେ ଘସିପୁରା ବ୍ଲକ ନାରଙ୍ଗପୁର ଗ୍ରାମର ବାବା ମହେଶ ମନ୍ଦିର ରେ ପୂଜାର୍ଚନା କରାଯାଇଥିଲା।
#BJPOdisha #narangapur  #ghasipurabjp #kendujharbjp 
#ghasipura #kendujhar #odisha #AnantaNayak #kendujharhalchal

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷ ଶାସନ ଅବସରରେ ମନ୍ଦିରରେ ପୂଜାର୍ଚନା,ଖାଳିଆମେଣ୍ଟା ମଣ୍ଡଳ ସଭାପତି ଯୋଗେନ୍ଦ୍ର ବାବୁ ଦାସଙ୍କ ନେତୃତ୍ୱରେ ଘସିପୁରା ବ୍ଲକ ନାରଙ୍ଗପୁର ଗ୍ରାମର ବାବା ମହେଶ ମନ୍ଦିର ରେ ପୂଜାର୍ଚନା କରାଯାଇଥିଲା। #BJPOdisha #narangapur #ghasipurabjp #kendujharbjp #ghasipura #kendujhar #odisha #AnantaNayak #kendujharhalchal

Anandapur, Kendujhar | Jun 10, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨ ବର୍ଷ ଶାସନ ଅବସର ରେ ଘସିପୁରା ବ୍ଲକ କଇଁଷିଆରୀ ଗାଁରେ ପୂଜାର୍ଚନା। ଦୀର୍ଘାୟୁ କାମନା ସହିତ ଆଗକୁ ଦେଶର ସର୍ବାଙ୍ଗୀନ ବିକାଶ ଆଶାରେ ଏହି ପୂଜାର୍ଚନା କରାଯାଇଥିବା ପ୍ରକାଶ କରିଛନ୍ତି।
#BJPOdisha #Gadabandhagoda #ghasipurabjp #kendujharbjp 
#ghasipura #kendujhar #odisha #AnantaNayak #kendujharhalchal

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨ ବର୍ଷ ଶାସନ ଅବସର ରେ ଘସିପୁରା ବ୍ଲକ କଇଁଷିଆରୀ ଗାଁରେ ପୂଜାର୍ଚନା। ଦୀର୍ଘାୟୁ କାମନା ସହିତ ଆଗକୁ ଦେଶର ସର୍ବାଙ୍ଗୀନ ବିକାଶ ଆଶାରେ ଏହି ପୂଜାର୍ଚନା କରାଯାଇଥିବା ପ୍ରକାଶ କରିଛନ୍ତି। #BJPOdisha #Gadabandhagoda #ghasipurabjp #kendujharbjp #ghasipura #kendujhar #odisha #AnantaNayak #kendujharhalchal

Anandapur, Kendujhar | Jun 10, 2026