କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଠାରେ ରବି ଫସଲ କ୍ଷେତ୍ର ଦିବସ ପାଳିତ,କାର୍ଯ୍ୟକ୍ରମ ରେ କୃଷି ବିଭାଗର ଅଧିକାରୀ ଯୋଗ ଦେଇ ଉପସ୍ଥିତ କୃଷକ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ,ଏହି ଚାଷୀ ସଚେତନତା ଶିବିରରେ ଶତାଧିକ ମହିଳା ଓ ପୁରୁଷ ଚାଷୀ ଯୋଗ ଦେଇ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ।
#keshadurapal #ghasipura #anandapura #kendujhar #Odisha
#kendujharhalchal