Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
image
image
image
image

ବରପାଲି ଶୀତଳ ଷଷ୍ଠୀ ଯାତ୍ରା 2026 ପାଇଁ ବରପାଲି ଶୀତଳ ଷଷ୍ଠୀ ପାର୍ବତୀ ବିବାହ ମହୋତ୍ସବ, ହେମାଦ୍ରି ନଗର ନୂଆପଡ଼ା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l ଆଜି ତା 11.6.2026 ସନ୍ଧ୍ୟା 6 ଘଣ୍ଟା ସମୟରେ ସ୍ଥାନୀୟ ନୂଆପଡ଼ା ପାର୍ବତୀ ମଣ୍ଡପଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ ପାର୍ବତୀ ବିବାହ ମହୋତ୍ସବ ଯାତ୍ରା କମିଟିର ସଭାପତି ଶ୍ରୀଯୁକ୍ତ ସୁବୋଧକୁମାରଷଡଙ୍ଗୀ, ସମ୍ପାଦକ ଧୀରେନ୍ଦ୍ରକୁମାରତ୍ରିପାଠୀ, ଓ କନ୍ୟା ପିତା ଶ୍ରୀ ଶିବୁ ଅଗ୍ରୱାଲ ଯୋଗଦାନ ପ୍ରମୁଖ ଯାତ୍ରାର ଆରମ୍ଭ, ଆୟ ବ୍ୟୟ, ମନୋରଞ୍ଜନ କାର୍ଯ୍ୟକ୍ରମ, ବିଭିନ୍ନ ଅତିଥି ଙ୍କ ଆଗମନ ପାଇଁ ଓ ଯାତ୍ରାକୁ ଆହୁରି ସୁନ୍ଦର, ଅକର୍ଷଣୀୟ କରାଯିବ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ପ୍ରତି ଦିନ ପ୍ରସାଦ ବଣ୍ଟନ ଓ ପାଣି ବ୍ୟବସ୍ଥା କରି ଯାତ୍ରାକୁ ଆହୁରି ସୁନ୍ଦର ଭାବେ ପରିବେଷଣ କରା ଯିବାକୁ ପ୍ରକାଶ କରିଥିଲେ l ଏହି ପ୍ରେସ ମିଟରେ ବରପାଲି ର ସମସ୍ତ ୱେବ୍ ମିଡିଆ, ପ୍ରିଣ୍ଟ ମିଡିଆ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ

Raurkela M, Sundargarh | Jun 11, 2026
ବରପାଲି ଶୀତଳ ଷଷ୍ଠୀ ଯାତ୍ରା 2026 ପାଇଁ ବରପାଲି ଶୀତଳ ଷଷ୍ଠୀ ପାର୍ବତୀ ବିବାହ ମହୋତ୍ସବ, ହେମାଦ୍ରି ନଗର ନୂଆପଡ଼ା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l ଆଜି ତା 11.6.2026 ସନ୍ଧ୍ୟା 6 ଘଣ୍ଟା ସମୟରେ ସ୍ଥାନୀୟ ନୂଆପଡ଼ା ପାର୍ବତୀ ମଣ୍ଡପଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ ପାର୍ବତୀ ବିବାହ ମହୋତ୍ସବ ଯାତ୍ରା କମିଟିର ସଭାପତି ଶ୍ରୀଯୁକ୍ତ ସୁବୋଧକୁମାରଷଡଙ୍ଗୀ, ସମ୍ପାଦକ ଧୀରେନ୍ଦ୍ରକୁମାରତ୍ରିପାଠୀ, ଓ କନ୍ୟା ପିତା ଶ୍ରୀ ଶିବୁ ଅଗ୍ରୱାଲ ଯୋଗଦାନ ପ୍ରମୁଖ ଯାତ୍ରାର ଆରମ୍ଭ, ଆୟ ବ୍ୟୟ, ମନୋରଞ୍ଜନ କାର୍ଯ୍ୟକ୍ରମ, ବିଭିନ୍ନ ଅତିଥି ଙ୍କ ଆଗମନ ପାଇଁ ଓ ଯାତ୍ରାକୁ ଆହୁରି ସୁନ୍ଦର, ଅକର୍ଷଣୀୟ କରାଯିବ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ପ୍ରତି ଦିନ ପ୍ରସାଦ ବଣ୍ଟନ ଓ ପାଣି ବ୍ୟବସ୍ଥା କରି ଯାତ୍ରାକୁ ଆହୁରି ସୁନ୍ଦର ଭାବେ ପରିବେଷଣ କରା ଯିବାକୁ ପ୍ରକାଶ କରିଥିଲେ l ଏହି ପ୍ରେସ ମିଟରେ ବରପାଲି ର ସମସ୍ତ ୱେବ୍ ମିଡିଆ, ପ୍ରିଣ୍ଟ ମିଡିଆ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ - Raurkela M News