ଟିଟିଲାଗଡ: ଟିଟିଲାଗଡ଼: ଅଚିହ୍ନା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ଦୁଇ ଯୁବକ
ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ପାଇଁ ରକ୍ତ ଦାନ କରି ମାନବିକତାର ପରିଚୟ ଦେଲେ ମୋସିନ ଖାଁ ଏବଂ ଘନଶ୍ୟାମ ଆଡ଼ଯୁଆଡ଼। ଏହି ମହତ୍ କାର୍ଯ୍ୟ ପାଇଁ ସେମାନଙ୍କୁ ଚାରିଆଡୁ ପ୍ରଶଂସା କରାଯାଉଛି।