Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
बिहार
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh
Haryana
pnewsodisha2
2
#ବାଲି_ମାଫିଆଙ୍କ_ଘରେ_ଚଢ଼ାଉ ଆନନ୍ଦପୁର ଅଞ୍ଚଳରେ ବାଲି ମାଫିଆଙ୍କ ଘରେ ସ୍ଵତନ୍ତ୍ର ଟିମ୍ ର ଚଢାଉ।କେନ୍ଦୁଝର ଜିଲ୍ଲା ଏସ. ପି ଙ୍କ ନିର୍ଦ୍ଦେଶ ...
Kendujhar Town, Kendujhar
| May 18, 2026
#ବାଲି_ମାଫିଆଙ୍କ_ଘରେ_ଚଢ଼ାଉ
MORE NEWS
#ଦୀର୍ଘ_୨_ମାସର_ବ୍ୟବଧାନ_ପରେ_ପୁନର୍ବାର_ଖୋଲିଛି_ସ୍କୁଲ । ସରକାରଙ୍କ ସମସ୍ତ କଟକଣା ଅନୁଯାଇ ଆଜିଠାରୁ ସ୍କୁଲ ଖୋଲାଯାଇ ଶିକ୍ଷାଦାନ ଆରମ୍ଭ କରାଯାଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲଖିତ ହୋଇଛି । ଆନନ୍ଦପୁର କେନ୍ଦୁଝର #pabitranewsodisha #OdishaNews #BreakingNews #latastnews #Schoolopen
Kendujhar Town, Kendujhar | Jun 18, 2026
#BreakingNews ବାଲିଆପାଳ ପୋଲ କାମ ହେଉଥିବା ଜାଗାରେ ତିନିଜଣ ଯୁବକ ନଦୀରେ ବୁଡି ଯାଇଥିବା ବେଳେ ଜଣେ ନିଖୋଜ l ଭଦ୍ରକ ଜିଲ୍ଲାରେ ଚନ୍ଦବାଲିରୁ ବାସୁଦେବପୁର କୁ ସଂଯୋଗ କରୁଥିବା ମନ୍ତେଇ ନଦୀ ରେ ଏକ ପୋଲ ନିର୍ମାଣ ହେଉଛି lସ୍ଥାନୀୟ ଯଶିପୁର ଅଞ୍ଚଳ ରୁ ବିଜୟ ବେହେରା ଏବଂ ତାଙ୍କ ସାଥି ମିଶି ପୋଲ କାମର ସମ୍ପୂର୍ଣ ଭିଡ଼ିଓ ଉତ୍ତଳନ କରିବାକୁ କମ୍ପାନୀ ଡାକିଥିଲେ ବୋଲି ନିଖୋଜ ବିଜୟଙ୍କ ପିତା କୁହନ୍ତି l #pabitranewsodisha #OdishaNews #BreakingNews #latastnews #bhadrak
Kendujhar Town, Kendujhar | Jun 18, 2026
#ମୋବାଇଲ୍_ଫେରାଇବା_ପାଇଁ_ଲାଞ୍ଚ_ନେଉଥିବା_ବେଳେ_କାବୁ_କଲା_ଭିଜିଲାନ୍ସ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ପୋଲିସ ଏଏସଆଇ ଶ୍ରୀ ରାଜେଶ କୁଲୁ ଏବଂ ହୋମଗାର୍ଡ ଚାଳକ ଶ୍ରୀ ଜ୍ୟୋତି ରଞ୍ଜନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ୨ଟି ମୋବାଇଲ୍ ଫୋନ୍ ଫେରାଇବା ଏବଂ ଏକ ମାମଲାରେ ସାହାଯ୍ୟ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରି ନେଉଥିବା ବେଳେ ସେମାନଙ୍କୁ କାବୁ କରାଯାଇଛି | #pabitranewsodisha #latastnews #OdishaNews #BreakingNews #vililance
Kendujhar Town, Kendujhar | Jun 18, 2026
#ଅନୁଗୁଳରେ_ଡବଲ_ଏନ୍କାଉଣ୍ଟର #ମହାରାଷ୍ଟ୍ରର_୨_ଅପରାଧୀ_ଆହତ ଅପରାଧୀମାନଙ୍କୁ ଆଉ ତ୍ରାହି ମଳିବ ନାହିଁ। ପୁଲିସର ବନ୍ଧୁକମୁନରୁ ଆଉ ଖସିପାରିବେ ନାହିଁ। ଓଡ଼ିଶା ପୁଲିସର ଏନ୍କାଉଣ୍ଟରରେ ମହାରାଷ୍ଟ୍ରର ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି। ଅପରାଧୀମାନେ ହେଲେ ସଚିନ ଗଜଗେ ଓ ପ୍ରକାଶ ମାଦନେ। ସଚିନର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରକାଶର ବାମ ଗୋଡ଼ ଗୁଳି ବାଜିଛି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସୁଚନା ଅନୁସାରେ ୫ଜଣ ଅପରାଧୀ ଗତକାଲି ରାତିରେ ତାଳଚେର ହାଟତୋଟାଛକସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନାରୀରୁ ବିପୁଳ ପରିମାଣର ସୁନା ଓ ରୁପା ଲୁଟି ଫେରାର ହୋଇଯାଇଥିଲେ। ଦୋକାନ ମାଲିକଙ୍କ ଏତଲା କ୍ରମେ ପୁଲିସ ତୁରନ୍ତ ଛାନ୍ଭିନ କରିଥିଲା। ଏବେ ଲୁଟ ସୁନା ଜବତ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଜୋରଦାର ଚଢ଼ାଉ କରିଥିଲା। #pabitranewsodisha #BreakingNews #OdishaNews #anugulpolice
Kendujhar Town, Kendujhar | Jun 18, 2026
#ଟେଟ୍ରାହେଡ୍ରନ_ଗ୍ରୁପ୍_ଅଫ୍_ଇନଷ୍ଟିଟ୍ୟୁଟ୍_ପକ୍ଷରୁ_ଗନାପୁରରେ_ରକ୍ତଦାନ_ଶିବିର ସାଲେପୁର ଦିନକୁ ଦିନ ରକ୍ତର ଅଭାବ ଦେଖାଦେଉଥିବା ବେଳେ ସମାଜସେବା କ୍ଷେତ୍ରରେ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛି ଟେଟ୍ରାହେଡ୍ରନ ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁଟ୍। #pabitranewsodisha #latastnews #OdishaNews
Kendujhar Town, Kendujhar | Jun 18, 2026