#ସାର୍ବଜନୀନ_ରାହାସ_ଉତ୍ସବ_ଅନୁଷ୍ଠିତ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବଳରାମପୁର ପଞ୍ଚାୟତ ଅନ୍ତର୍ଗତ ବିଶ୍ବନାଥପୁର ଏବଂ ବଳରାମପୁର ରାହାସ ମଣ୍ତପ ରେ ସାର୍ବଜନୀନ ରାହାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଅଞ୍ଚଳବାସୀ ଙ୍କ ମିଳିତ ସହଯୋଗ ରେ 1980 ମସିହା ରୁ ଏହି ରାହାସ ଉତ୍ସବ ଅନୁଷ୍ଠିତ Surajtv #rahaspurnima #biswanathapur #balaramapur #baliapal #block #balasore