ସବୁ ସମୀୟା ଖେଳ… 💔
ଏତେ ଜଲଦି ଆମକୁ ଛାଡ଼ି ଚାଲିଯିବ ବୋଲି ଆମେ କେବେ ଭାବି ନାଇଁ ଥାଇ ଦାଦା… 😢🙏
ଆପଣଙ୍କ ସ୍ମୃତି ସବୁବେଳେ ଆମ ହୃଦୟରେ ମନେ ରହିବ।
ଆପଣଙ୍କ ହସ, ଆପଣଙ୍କ ସ୍ୱର ଓ ଆପଣଙ୍କ ସରଳ ବ୍ୟବହାର ସବୁବେଳେ ମନେ ପଡ଼ିବ। 🥺
ବିଶ୍ୱ ବଗର୍ତ୍ତୀ ଦାଦାଙ୍କୁ ଶ୍ରଦ୍ଧାଞ୍ଜଳି। 🙏🕯️
ଓଁ ଶାନ୍ତି। 🙏💐
Baudh Sadar, Boudh (Bauda) | Aug 18, 2026