Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ଭଦ୍ରକ: ଆଜି ମୁଖ୍ୟମନ୍ତ୍ରୀ ତିହିଡି ବ୍ଲକ ବଡକ ପଞ୍ଚାୟତର ଉରାଳି ଓ ଇସରପୁର ବନ୍ୟାଞ୍ଚଳ ଗସ୍ତ କରିବେ। ଏହି ବୋଟ୍ ରେ ବନ୍ୟାଞ୍ଚଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସୁରକ୍ଷା ଲାଗି ୧୨ଟି ଓଡ୍ରାଫ୍ ଟିମ୍ ନିୟୋଜିତ। #ciktykhabarbhadrak

Bhadrak Rural, Bhadrak | Aug 17, 2026

MORE NEWS

🌧️ ପ୍ରବଳ ବର୍ଷାରେ ଆରଡ଼ିରେ କାଉଡ଼ିଆଙ୍କ ଭିଡ଼ 🕉️🙏

ପ୍ରବଳ ବର୍ଷାକୁ ଖାତିର ନକରି ପବିତ୍ର ଶ୍ରାବଣ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ଆରଡ଼ି ପୀଠରେ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ସମାଗମ। 🔱

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୀଠରେ ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବର୍ଷା ଓ ନଦୀରେ ବନ୍ୟା ପରିସ୍ଥିତି ମଧ୍ୟରେ କାଉଡ଼ିଆଙ୍କ ସୁରକ୍ଷିତ ଯାତାୟାତ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ହୋଇଛି। 🙏

ହର ହର ମହାଦେବ 🔱 | ବୋଲ ବମ୍ 🔱

#ଆରଡ଼ି #ଆଖଣ୍ଡଳମଣି #ଶ୍ରାବଣସୋମବାର #କାଉଡ଼ିଆ #ଜଳାଭିଷେକ #ବୋଲବମ୍ #ହରହରମହାଦେବ #OdishaNews

🌧️ ପ୍ରବଳ ବର୍ଷାରେ ଆରଡ଼ିରେ କାଉଡ଼ିଆଙ୍କ ଭିଡ଼ 🕉️🙏 ପ୍ରବଳ ବର୍ଷାକୁ ଖାତିର ନକରି ପବିତ୍ର ଶ୍ରାବଣ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ଆରଡ଼ି ପୀଠରେ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ସମାଗମ। 🔱 ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୀଠରେ ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବର୍ଷା ଓ ନଦୀରେ ବନ୍ୟା ପରିସ୍ଥିତି ମଧ୍ୟରେ କାଉଡ଼ିଆଙ୍କ ସୁରକ୍ଷିତ ଯାତାୟାତ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ହୋଇଛି। 🙏 ହର ହର ମହାଦେବ 🔱 | ବୋଲ ବମ୍ 🔱 #ଆରଡ଼ି #ଆଖଣ୍ଡଳମଣି #ଶ୍ରାବଣସୋମବାର #କାଉଡ଼ିଆ #ଜଳାଭିଷେକ #ବୋଲବମ୍ #ହରହରମହାଦେବ #OdishaNews

Bhadrak Rural, Bhadrak | Aug 17, 2026

🚨🌊 ବନ୍ୟା ପାଣି ଭିତରେ ବୋଟ୍‌ରେ ମୁଖ୍ୟମନ୍ତ୍ରୀ! 🚤

ଯାଜପୁରର ବନ୍ୟାଞ୍ଚଳରେ ବୋଟ୍‌ରେ ବୁଲି ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 🌊

ଲୋକଙ୍କ ସ୍ଥିତି ଓ ବନ୍ୟା ପରିସ୍ଥିତିକୁ ନେଇ ଚାଲିଛି ସିଧାସଳଖ ଅନୁଧ୍ୟାନ। 👀

📢 ଆପଣଙ୍କ ଅଞ୍ଚଳର ବନ୍ୟା ସ୍ଥିତି କେମିତି? Comment କରନ୍ତୁ।

🔴 RCN ODIA | ସାଧାରଣ ଲୋକଙ୍କ ସ୍ୱର

#RCNOdia #OdishaFlood #Jajpur #FloodUpdate #MohanCharanMajhi #OdishaNews #BreakingNews #FloodNews #Odisha #TrendingNews

🚨🌊 ବନ୍ୟା ପାଣି ଭିତରେ ବୋଟ୍‌ରେ ମୁଖ୍ୟମନ୍ତ୍ରୀ! 🚤 ଯାଜପୁରର ବନ୍ୟାଞ୍ଚଳରେ ବୋଟ୍‌ରେ ବୁଲି ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 🌊 ଲୋକଙ୍କ ସ୍ଥିତି ଓ ବନ୍ୟା ପରିସ୍ଥିତିକୁ ନେଇ ଚାଲିଛି ସିଧାସଳଖ ଅନୁଧ୍ୟାନ। 👀 📢 ଆପଣଙ୍କ ଅଞ୍ଚଳର ବନ୍ୟା ସ୍ଥିତି କେମିତି? Comment କରନ୍ତୁ। 🔴 RCN ODIA | ସାଧାରଣ ଲୋକଙ୍କ ସ୍ୱର #RCNOdia #OdishaFlood #Jajpur #FloodUpdate #MohanCharanMajhi #OdishaNews #BreakingNews #FloodNews #Odisha #TrendingNews

Bhadrak Rural, Bhadrak | Aug 17, 2026

🩺❤️ **ସ୍ୱାସ୍ଥ୍ୟ ହିଁ ସମ୍ପଦ!**

ବଦଳୁଥିବା ଜୀବନଶୈଳୀ ମଧ୍ୟରେ ନିଜକୁ କିପରି ସୁସ୍ଥ ଓ ଫିଟ୍ ରଖିବା—ଏନେଇ ଭଦ୍ରକ **ସହିଦ୍ ସ୍ମୃତି ଭବନ**ରେ ଆୟୋଜିତ ହେଲା ଗୁରୁତ୍ୱପୂର୍ଣ୍ଣ **ସ୍ୱାସ୍ଥ୍ୟ ସଚେତନତା ଶିବିର ଓ ଆଲୋଚନାଚକ୍ର**। 🏥

👨‍⚕️ ବିଶେଷଜ୍ଞ ଡାକ୍ତର, ଖାଦ୍ୟ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀମାନେ ସାଧାରଣ ଲୋକଙ୍କ ସହ ଆଲୋଚନା କରି ଦେଲେ ସୁସ୍ଥ ଜୀବନର ଗୁରୁତ୍ୱପୂର୍ଣ୍ଣ ସୂତ୍ର।
🎨 ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନ ପ୍ରତିଯୋଗିତାରୁ ଆରମ୍ଭ କରି 🎭 ସାଂସ୍କୃତିକ କାର୍ଯ୍ୟକ୍ରମ—ସଚେତନତା ସହ ଉତ୍ସବମୁଖର ହେଲା ପରିବେଶ।

👉 **ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ। ଆଜିର ସଚେତନତା ହିଁ ଆସନ୍ତାକାଲିର ସୁସ୍ଥ ଜୀବନ।** ❤️

📍 ଭଦ୍ରକ | RCN ODIA
#RCNOdia #Bhadrak #HealthAwareness #HealthCamp #HealthyLifestyle #OdishaNews #HealthIsWealth #ସ୍ୱାସ୍ଥ୍ୟହିଁସମ୍ପଦ #ସ୍ୱାସ୍ଥ୍ୟସଚେତନତା #ଭଦ୍ରକ

🩺❤️ **ସ୍ୱାସ୍ଥ୍ୟ ହିଁ ସମ୍ପଦ!** ବଦଳୁଥିବା ଜୀବନଶୈଳୀ ମଧ୍ୟରେ ନିଜକୁ କିପରି ସୁସ୍ଥ ଓ ଫିଟ୍ ରଖିବା—ଏନେଇ ଭଦ୍ରକ **ସହିଦ୍ ସ୍ମୃତି ଭବନ**ରେ ଆୟୋଜିତ ହେଲା ଗୁରୁତ୍ୱପୂର୍ଣ୍ଣ **ସ୍ୱାସ୍ଥ୍ୟ ସଚେତନତା ଶିବିର ଓ ଆଲୋଚନାଚକ୍ର**। 🏥 👨‍⚕️ ବିଶେଷଜ୍ଞ ଡାକ୍ତର, ଖାଦ୍ୟ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀମାନେ ସାଧାରଣ ଲୋକଙ୍କ ସହ ଆଲୋଚନା କରି ଦେଲେ ସୁସ୍ଥ ଜୀବନର ଗୁରୁତ୍ୱପୂର୍ଣ୍ଣ ସୂତ୍ର। 🎨 ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନ ପ୍ରତିଯୋଗିତାରୁ ଆରମ୍ଭ କରି 🎭 ସାଂସ୍କୃତିକ କାର୍ଯ୍ୟକ୍ରମ—ସଚେତନତା ସହ ଉତ୍ସବମୁଖର ହେଲା ପରିବେଶ। 👉 **ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ। ଆଜିର ସଚେତନତା ହିଁ ଆସନ୍ତାକାଲିର ସୁସ୍ଥ ଜୀବନ।** ❤️ 📍 ଭଦ୍ରକ | RCN ODIA #RCNOdia #Bhadrak #HealthAwareness #HealthCamp #HealthyLifestyle #OdishaNews #HealthIsWealth #ସ୍ୱାସ୍ଥ୍ୟହିଁସମ୍ପଦ #ସ୍ୱାସ୍ଥ୍ୟସଚେତନତା #ଭଦ୍ରକ

Bhadrak Rural, Bhadrak | Aug 17, 2026