Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Iyc
Bollywood
दिल्ली
Breakingnews
महिला
Narendramodi
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh

ଅତାବିରା: ଚିଚିଣ୍ଡା ଗ୍ରାମରେ ଧନୁଯାତ୍ରା ମହୋତ୍ସବ

ଭେଡେନ ବ୍ଲକ ଅଧିନ ଚିଚିଣ୍ଡା ଗ୍ରାମରେ ମହାସମାରୋହରେ ଧନୁଯାତ୍ରା ଅନୁଷ୍ଠିତ ହୋଇଯାଇଛି |ଏହି ଧନୁଯାତ୍ରାରେ ଆଜି କୃଷ୍ନ ଜନ୍ମ ଅଭିନୀତ ହୋଇଛି |.

MORE NEWS

ଅଧା ରାତିରେ ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ lଅତାବିରା ଥାନା ଅନ୍ତର୍ଗତ ଦୁଲମପୁର ପଞ୍ଚାୟତ ଖଲିଆପାଲି ଗ୍ରାମର ଜଗଦୀଶ ନାୟକ ଚାଷ କାମ ସାରି ଘରକୁ ଫେରୁଥିଲା ବେଳେ ଦୁର୍ବୁତ୍ତ ମାନେ ତାଙ୍କୁ ମରଣାନ୍ତ ଆକ୍ରମଣ କରିଥିବାର ଅଭିଯୋଗ l ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର l ଅଧ ରାତିରେ ଗୋଡ଼ଭଗା ଫାଣ୍ଡିରେ ଗ୍ରାମବାସୀ ଙ୍କ ଅଭିଯୋଗ l ବରଗଡ଼ SDPO ପଦାରବିନ୍ଦ ତ୍ରିପାଠୀ, ଅତାବିରା ଥାନା IIC ପ୍ରକାଶ କର୍ଣ୍ଣ ଏବଂ ଗୋଡ଼ଭଗା ଫାଣ୍ଡି ଅଧିକାରୀ ଗଣେଶ ବାରିକ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇଥିଲା l ଏହି ଘଟଣାକୁ ନେଇ ଅତାବିରା ପୋଲିସର ତଦନ୍ତ ଜାରି ରହିଛି

Attabira, Bargarh (Baragarh) | Jun 7, 2026

ଉତ୍କଳ କଳିଙ୍ଗ ହେମାଳି ମହାସଂଘର ଆନ୍ଦୋଳନ ଡାକରା

Attabira, Bargarh (Baragarh) | Jun 4, 2026