ନାଉଗାଁ: ନାଉଗାଁ ତିହୁଡା ମା ଜାଗୁଳାଇ ପୀଠରେ ଅନୁଷ୍ଠିତ ହେଲା ରାଜ୍ୟସ୍ତରୀୟ କବି ସମ୍ମିଳନୀ
ନାଉଗାଁର ତିହୁଡା ସ୍ଥିତ ମା ଜାଗୁଳାଇ ପୀଠରେ ବାବା ବୈକୁଣ୍ଠନାଥ ସାହିତ୍ୟ ସଂସ୍କୃତି ପରିଷଦ ଓ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ କବିତା ପାଠ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି ସାମିଲ ହୋଇଥିଲେ।