କଳାହାଣ୍ଡି: ଭବାନୀପାଟଣା ବସଷ୍ଟାଣ୍ଡରେ ଚିତାବାଘ ପଶିଲେ କଣ କରିବେ? ବନ ବିଭାଗର ମକ୍ ଡ୍ରିଲ୍
Kalahandi, Kalahandi | Sep 29, 2026
ଭବାନୀପାଟଣା ନୂଆ ବସଷ୍ଟାଣ୍ଡରେ ଚିତାବାଘ ପଶିବା ନେଇ ବନ ବିଭାଗ ପକ୍ଷରୁ ହୋଇଛି ମକ୍ ଡ୍ରିଲ୍। ବନ୍ୟଜନ୍ତୁ ସପ୍ତାହ ଅବସରରେ କଳାହାଣ୍ଡି ବନ ବିଭାଗ ଜନସଚେତନତା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଭଳି ସମୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।