Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh
Haryana

ଆସିକା: ବୁଗୁଡ଼ା କଳମ୍ବ ନିକଟରେ ଅଟୋ ସହ ବାଇକ ମୁହାଁ ମୁହିଁ ଧକ୍କା, ନାବାଳିକା ମୃତ ଜଣେ ଗୁରୁତର, ଆସିକା ମେଡିକାଲ ରେ ଭର୍ତି

Asika, Ganjam | Nov 21, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କଳମ୍ବ ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ସହ ଗୋଟିଏ ବାଇକ ର ଧକ୍କା ହୋଇଛି l ଦୁର୍ଘଟଣା ରେ ବାଇକ ଚାଳକ ସୁନାକେରା ଗ୍ରାମର ହାଡ଼ିଆ ମଲ୍ଲିକ ଅତି ଗୁରତର ହୋଇଥିବା ବେଳେ ଆରୋହୀ ନାବାଳିକା ପିହୁ ପାତ୍ର ଙ୍କ ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ହାଡ଼ିଆ ଗୋଟିଏ ବାଇକ ରେ ପିହୁ ଙ୍କୁ ନେଇ ସାଙ୍କୁଳାଇ ମନ୍ଦିର ଗୋଟିଏ ଭୋଜି ରେ ଯୋଗଦେବାପାଇଁ ଯିବା ସମୟରେ କଳମ୍ବ ନିକଟ ଘରୋଇ ବିଦ୍ୟାଳୟ ନିକଟରେ ଅଟୋ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣା ରେ ବାଇକ ର ଦୁଇଜଣ ଗୁରୁତର ହୋଇଥିଲେ l
ଆସିକା: ବୁଗୁଡ଼ା କଳମ୍ବ ନିକଟରେ ଅଟୋ ସହ ବାଇକ ମୁହାଁ ମୁହିଁ ଧକ୍କା, ନାବାଳିକା ମୃତ ଜଣେ ଗୁରୁତର, ଆସିକା ମେଡିକାଲ ରେ ଭର୍ତି - Asika News