#କୋରାପୁଟ_ବୈପାରୀଗୁଡା_ବ୍ଲକ_ହଳଦୀକୁଣ୍ଡ_ପଞ୍ଚାୟତର_୩୦_ଖଣ୍ଡ ଗ୍ରାମର ଶତାଧିକ ଗ୍ରାମବାସୀ ଏକାଠି ହୋଇ ଗୋଦାବିଶି ବିଦ୍ୟାଳୟକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ବିଦ୍ୟାଳୟ ସମ୍ପର୍କିତ ସମସ୍ୟା ଓ ଦାବି ନେଇ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଜିଲ୍ଲାପାଳଙ୍କ ନିକଟରେ ନିଜ ଦାବି ଜଣାଇଛନ୍ତି। ଏତେ ସଂଖ୍ୟକ ଗ୍ରାମବାସୀ ଏକାଠି ହୋଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ଘଟଣା ଚର୍ଚ୍ଚାରେ ରହିଛି।
📢 ଗ୍ରାମବାସୀଙ୍କ ଦାବି ଉପରେ ପ୍ରଶାସନ କଣ ପଦକ୍ଷେପ ନେଉଛି, ତାହା ଉପରେ ନଜର।
#Koraput #Boipariguda #Haladikund #KoraputNews #OdishaNews #News11Odia #SchoolIssue #KoraputDistrict
Koraput Town, Koraput | Oct 7, 2026