ସୁନ୍ଦରଗଡ ସହର: ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂଆଗାଁ ପୋଲିସର ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି ନଭେମ୍ୱର 2 ତାରିଖ ରବିବାର ପୂର୍ବାହ୍ନ 11:30 ରୁ ଅପରାହ୍ନ 1:30 ପର୍ଯ୍ୟନ୍ତ ଚାଲିଥିଲା ଏହି ସଚେତନତା କାର୍ଯ୍ୟକ୍ରମ। ଏହି ସଚେତନତା ଶିବିରରେ ବିଦ୍ୟାଳୟରେ ପାଠ ପଢୁଥିବା ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ମୋଟ 300 ଛାତ୍ରୀ ଏହି ସଚେତନତା ଗ୍ରହଣ କରିବା ସହ ଶପଥ ନେଇଛନ୍ତି। ଏହି ଛାତ୍ରୀ ମାନେ ଅବୋଧ ହୋଇଥିବାରୁ ସେମାନଙ୍କୁ ଘଟିଥିବା ବିଭିନ୍ନ ଅପରାଧର ଉଦାହରଣ ଦେଇ ନୂଆଗାଁ ପୋଲିସ ସଚେତନ କରିଥଲେ। ଅଜ୍ଞାତ କଲ ରିସିଭ ନ କରିବା, ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଚାହୁଁ ଥିବା ଅଜ୍ଞାତ ବ୍ୟକ୍ତିକୁ ଏ ସମ୍ପର୍କିତ ତଥ୍ୟ ଆଦୌ ନ ଦେବା, ନିଜ ମୋବାଇଲରେ ନିଜ