Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
कांग्रेस
भाजपा
Congress
Modi
Delhi
Viral
Jharkhand
Up
मध्यप्रदेश
Bollywood
दिल्ली
Breakingnews
महिला
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
Rahulgandhi
2008sanjib
SMS News Bureau Cuttack ବସ୍ ଦୁର୍ଘଟଣାରେ ୧୦ ଆହତ,୨ ଗୁରୁତର କଟକ ର ବନ୍ଦାଳ ଟୋଲ୍ ଗେଟ୍ ନିକଟରେ ଭୟଙ୍କର ବସ୍ ଦୁର୍ଘଟଣା। ଟୋଲ୍ ଗେଟ୍ ଡିଭାଇଡରକୁ ଧକ୍କା ଦେଇ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍। ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସ୍ଟି ଯାଜପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । #smsnewsnetwork #Cuttack #BusAccident #RoadAccident #Odisha #RTOcuttack #tangips #spcuttack
Sundargarh Town, Sundargarh
| Aug 23, 2026
#smsnewsnetwork
#cuttack
#busaccident
#roadaccident
#odisha
#rtocuttack
#tangips
#spcuttack
MORE NEWS
ରାଉରକେଲା; ନାମୀ ବ୍ରାଣ୍ଡ ର ନକଲି ଘଣ୍ଟା ବିକ୍ରି ର ପର୍ଦ୍ଦାଫାଶ।୪ ଅଭିଯୁକ୍ତ ଗିରଫ #smsnewsnetwork #rourkela #brandedwatch #duplicate #plantsiteps #sprourkela
Sundargarh Town, Sundargarh | Aug 23, 2026
Sundargarh Town, Sundargarh | Aug 23, 2026
ରାଉରକେଲା; ସର୍କିଟ ହାଉସ ରୁ ବନ୍ଧୁକ ଓ ଗୁଳି ଜବତ ଘଟଣା ରେ ପୋଲିସ ଆଉ ଦୁଇ ଜଣ ଙ୍କୁ କଲା ଗିରଫ। ଗିରଫ ସଂଖ୍ୟା ୯ କୁ ବୃଦ୍ଧି #smsnewsnetwork #rourkela #raghunathpaliips #sprourkela #digwr #circuithouse #bjp #cmodisha
Sundargarh Town, Sundargarh | Aug 23, 2026
ରାଉରକେଲା; ଉମଙ୍ଗ ବେକିଙ୍ଗ ଏକାଡେମୀ ର ନୂତନ ଶାଖା ଉଦ୍ଘାଟିତ। #smsnewsnetwork #rourkela #umangbakingacademy #trafficgate #trainingcenter #womenempowerment
Sundargarh Town, Sundargarh | Aug 23, 2026
ରାଉରକେଲା; ସର୍କିଟ ହାଉସ କାହା ନାମରେ ବୁକିଂ ପାନପୋଷ ଉପଜିଲ୍ଲାପାଳ ତୁରନ୍ତ ସ୍ପଷ୍ଟ କରନ୍ତୁ -ଜିଲ୍ଲା କଂଗ୍ରେସ #smsnewsnetwork #rourkela #congress #ranjitamallick #opcc #sdmpanposh #dmsundargarh #bjpodisha #cmodisha
Sundargarh Town, Sundargarh | Aug 23, 2026
ରାଉରକେଲା; ସମାଜସେବୀ ଦେବେନ୍ଦ୍ର ବାଗ ୫ଟି ହୁଇଲ ଚେୟାର ଷ୍ଟେସନ ମାଷ୍ଟର ଙ୍କୁ କଲେ ପ୍ରଦାନ।ଦିବ୍ଯାଙ୍ଗ, ରୋଗୀ ଓ ବୟସ୍କ ଙ୍କ ସେବା ରେ ଲାଗିବ #smsnewsnetwork #rourkela #socialworker #debendrabag #wheelchair #stationmaster #RPF #GRP
Sundargarh Town, Sundargarh | Aug 23, 2026
ରାଉରକେଲା; ଖୁସୁବୁ କେନ୍ଦ୍ରମନ୍ତ୍ରୀ ଙ୍କ ଜିଲ୍ଲା ପ୍ରତିନିଧି ନାଁ ଅତିରିକ୍ତ ବ୍ୟକ୍ତିଗତ ସଚିବ ନେଇ ବିବାଦ? ରଶ୍ମି ଏକ୍କା ଙ୍କ ପ୍ରତିକ୍ରିୟା #smsnewsnetwork #rourkela #minister #jualoram #bjp #TribalAffairs #khusbooyadav #APS #DistRepresentative
Sundargarh Town, Sundargarh | Aug 22, 2026
NH ରାସ୍ତା କାମ ର ସମୀକ୍ଷା କଲେ ବିଧାୟକ ରୋହିତ ଯୋଶେଫ୍ ତିର୍କୀ। ଆଜି ଏକ କାର୍ଯ୍ୟକ୍ରମ କୁ ଯିବା ସମୟରେ ମାନ୍ୟବର ବୀରମିତ୍ରପୁର ବିଧାୟକ, ଶ୍ରୀ Rohit Joseph Tirkey ବୀରମିତ୍ରପୁର ରେ ଚାଲିଥିବା ଜାତୀୟ ରାଜପଥ ମରାମତି କାମର ଅଚାନକ ସମୀକ୍ଷା କଲେ। କାମ ଶୀଘ୍ର ସାରିବାକୁ ଏବଂ ଗୁଣବତ୍ତା ବଜାୟ ରଖିବାକୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି। #smsnewsnetwork #rourkela #NH #MLA #rohitjosephtirkey
Sundargarh Town, Sundargarh | Aug 22, 2026