କଳାହାଣ୍ଡି: ବଡ଼ପୋଡ଼ା ଗୁଡ଼ା ପଞ୍ଚାୟତକୁ ମଦ ମୁକ୍ତ କରିବାକୁ ଥାନାରେ ମହିଳାଙ୍କ ଗୁହାରି
Kalahandi, Kalahandi | Oct 17, 2026
କୋକସରା ବ୍ଲକର ବଡ଼ପୋଡ଼ା ଗୁଡ଼ା ପଞ୍ଚାୟତରେ ବଢୁଥିବା ମଦ କାରବାରକୁ ବିରୋଧ କରି ଆମପାଣି ଥାନାର ଦ୍ୱାରସ୍ଥ ହେଲେ ମହିଳା ଗୋଷ୍ଠୀ । ପଞ୍ଚାୟତକୁ ମଦ ମୁକ୍ତ କରିବାକୁ ଦାବି ।