32 TH Urs-E-Mufti-E-Azam Odisha Aug 17 & 18 Mirzapur Bhadrak Odisha.
ଭଦ୍ରକ ପୁରୁଣା ବଜାର ମିର୍ଜାପୁର ଠାରେ ମୁଫତି-ଏ-ଆଜମ ଓଡ଼ିଶା ତଥା ଖଲିଫା-ଏ-ମୁର୍ଶିଦ ମିଲ୍ଲତ ମୌଲାନା ସୟଦ ମହମ୍ମଦ ଅବଦୁଲ କୁଦ୍ଦୁସ ସାହେବଙ୍କ 32ତମ ବାର୍ଷିକ ଉର୍ସ ଉତ୍ସବ ଆସନ୍ତା ୧୭ ଓ ୧୮ ଅଗଷ୍ଟରେ ଦୁଇ ଦିନ ଧରି ପାଳିତ ହବାକୁ ଯାଉଛି !
#StqMedia #NewsUpdate #Bhadrak #UrsMubarak #mufti_e_azam_odisha
Bhadrak Rural, Bhadrak | Aug 16, 2026