*ରାଉରକେଲା ପୋଲିସର ବଡ଼ ସଫଳତା! ମୁମ୍ବାଇରୁ ସାଇବର ଠକ ଗିରଫ*।
ରାଉରକେଲାରେ ନକଲି ଟ୍ରାଫିକ୍ ଇ-ଚାଲାଣ ମେସେଜ୍ ଜରିଆରେ ପ୍ରାୟ ୬ ଲକ୍ଷ ଟଙ୍କା ସାଇବର ଠକେଇ ଘଟଣାରେ ବଡ଼ ସଫଳତା ପାଇଛି ପୋଲିସ।
ଏକ ନକଲି APK ଫାଇଲ୍ ଡାଉନଲୋଡ୍ କରିବା ପରେ ଅଭିଯୋଗକାରୀଙ୍କ ଆକାଉଣ୍ଟରୁ ୬ଟି ଅନଧିକୃତ UPI ଟ୍ରାଞ୍ଜାକ୍ସନ୍ ମାଧ୍ୟମରେ ୫ ଲକ୍ଷ ୯୯ ହଜାର ଟଙ୍କା ଗାୟବ ହୋଇଥିଲା।
ଘଟଣାର ତଦନ୍ତ କରି ରାଉରକେଲା ପୋଲିସ ମୁମ୍ବାଇରୁ ୩୫ ବର୍ଷୀୟ ଚେତନ ଶରଦ କୁରହାଡେଙ୍କୁ ଗିରଫ କରିଛି।
ତାଙ୍କଠାରୁ ଦୁଇଟି ମୋବାଇଲ୍, ୪ଟି କ୍ରେଡିଟ୍ କାର୍ଡ ଓ ଗୋଟିଏ ପାନ୍ କାର୍ଡ ଜବତ ହୋଇଛି। ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନେଇ ପୋଲିସର ତଦନ୍ତ ଜାରି ରହିଛି।*ରାଉରକେଲା ପୋଲିସର ବଡ଼ ସଫଳତା! ମୁମ୍ବାଇରୁ ସାଇବର ଠକ ଗିରଫ*।
ରାଉରକେଲାରେ ନକଲି ଟ୍ରାଫିକ୍ ଇ-ଚାଲାଣ ମେସେଜ୍ ଜରିଆରେ ପ୍ରାୟ ୬ ଲକ୍ଷ ଟଙ୍କା ସାଇବର ଠକେଇ ଘଟଣାରେ ବଡ଼ ସଫଳତା ପାଇଛି ପୋଲିସ।
ଏକ ନକଲି APK ଫାଇଲ୍ ଡାଉନଲୋଡ୍ କରିବା ପରେ ଅଭିଯୋଗକାରୀଙ୍କ ଆକାଉଣ୍ଟରୁ ୬ଟି ଅନଧିକୃତ UPI ଟ୍ରାଞ୍ଜାକ୍ସନ୍ ମାଧ୍ୟମରେ ୫ ଲକ୍ଷ ୯୯ ହଜାର ଟଙ୍କା ଗାୟବ ହୋଇଥିଲା।
ଘଟଣାର ତଦନ୍ତ କରି ରାଉରକେଲା ପୋଲିସ ମୁମ୍ବାଇରୁ ୩୫ ବର୍ଷୀୟ ଚେତନ ଶରଦ କୁରହାଡେଙ୍କୁ ଗିରଫ କରିଛି।
ତାଙ୍କଠାରୁ ଦୁଇଟି ମୋବାଇଲ୍, ୪ଟି କ୍ରେଡିଟ୍ କାର୍ଡ ଓ ଗୋଟିଏ ପାନ୍ କାର୍ଡ ଜବତ ହୋଇଛି। ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନେଇ ପୋଲିସର ତଦନ୍ତ ଜାରି ରହିଛି।