ଯାତ୍ରା ସିଂହବାହିନୀ ପାଇଁ ଏକ ଘଣ୍ଟା ରୁ ଅଧିକ ସମୟ ଅଟକିଲା ଗୁରୁତର ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସ ।
ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଠୀ ପଞ୍ଚାୟତର ମହାବଳା ଠାରେ ଥିବା ସିଂହବାହିନୀ ଯାତ୍ରା ଆଖଡ଼ା ଶାଳରେ ଯାତ୍ରା ଚାଲୁଥିବା ବେଳେ ରାସ୍ତା ଜାମରେ ଫସିଲା ଗୁରୁତର ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଅଟକିରହିଲା ।। #spbalasore #OdishaPolice #dmbalasore #baliapalpolice #mahimatv #Baliapal #CMO
CMO Odisha Ajit Kumar Sahoo Journalist Goutambuddha Das @top fans Naveen Patnaik Surajtv Mahima TV Pradip Jena Sirish Chandra Mohanty
Basta, Balasore | Jul 7, 2026