ନିକଟରେ ଭେନଜୁଏଲାରେ ଭୀଷଣ ଭୂମିକମ୍ପ ହୋଇଥିଲା। ଶହ ଶହ ଲୋକ ମରିଥିଲେ, ହଜାର ହଜାର ସଂଖ୍ୟାରେ କୋଠାବାଡ଼ି ଧ୍ବସ୍ତ ହୋଇଯାଇଥିଲା।..
ସେଠାକାର ସରକାର ଓ ପ୍ରଶାସନ ଏବେ ଆପଣେଇଛି- ଜନନାୟକ ନବୀନଂକ ଜିରୋ-କାଜୁଆଲିଟି ମଡେଲ୍।.. କିପରି ଆଗକୁ ଏପରି ବିପର୍ଯ୍ୟୟ ଆସିଲେ ଆଗୁଆ କାମ କରାଯାଇପାରିବ ତାହାର ଜ୍ଞାନ ଓ ନିଜର ଅଭିଜ୍ଞତାକୁ ସେଠାରେ ବାଣ୍ଟିଛନ୍ତି ଭି.କେ ପାଣ୍ଡିଆନ୍।..
#WeLovePandian #mahimatv