ବ୍ରହ୍ମପୁର ର ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ବାରକାଉନସିଲ ର ସଦସ୍ୟ ସ୍ୱର୍ଗତ ପୀତବାସ ପଣ୍ଡା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ତରଫରୁ ଆୟୋଜିତ ହୋଇଛି କ୍ୟାଣ୍ଡଲ ଶୋଭାଯାତ୍ରା ।ସଭାପତି ସୀତାଂଶୁ ପଣ୍ଡା ଙ୍କ ନେତୃତ୍ୱ ରେ ସ୍ଥାନୀୟ ବାର ଆଶ୍ସୋସିଏସନ ଅଫିସ ରୁ ବିଶାଳ କେଣ୍ଡେଲ ଯାତ୍ରା ବାହାରି ବ୍ରହ୍ମପୁର ସହର ପରିକ୍ରମା କରି ଏମ କେ ସି ଜି ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲା #gtvnewsodisha #berhampur #ganjam #odisha #silkcity