Public App Logo
ଆଡ଼ମା ରାବାଙ୍କ ଇସ୍ତଫାକୁ ନେଇ ବଢ଼ିଲା ଚର୍ଚ୍ଚା! ବିଜେଡିରୁ ଇସ୍ତଫା ପଛର କାରଣ କ’ଣ? ଆଗାମୀ ରାଜନୈତିକ ଯାତ୍ରା କେଉଁ ଦିଗରେ? ଅନ୍ୟ ଦଳରେ ଯୋଗଦେବେ କି ଆଡ଼ମା ରାବା? ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ନେଇ ମଧ୍ୟ ଚର୍ଚ୍ଚା ଜୋରଦାର। ଏସବୁ ପ୍ରସଙ୍ଗରେ ଆଡ଼ମା ରାବାଙ୍କ ମୁହଁରୁ ଶୁଣନ୍ତୁ ସିଧାସଳଖ ପ୍ରତିକ୍ରିୟା। #Malkangiri #AdamaRaba #BJD #PoliticalNews #DailyMalkangiri - Malkangiri News