Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ବୀରମିତ୍ରପୁର: ରାଉରକେଲା ବନଖଣ୍ଡର ପାନପୋଷ,ରାଜଗାଙ୍ଗପୁର,ବାଙ୍କୀ,ବିଶ୍ରା,କୁଆରମୁଣ୍ଡା,ବୀରମିତ୍ରପୁର ରେଞ୍ଜରେ ହାତୀମାନଙ୍କର ଉପସ୍ଥିତି ନେଇ ବନବିଭାଗର ସୂଚନା

ରାଉରକେଲା ବନଖଣ୍ଡ ତରଫରୁ ହାତୀମାନଙ୍କର ଉପସ୍ଥିତି ନେଇ ୮୫ଟି ବନବିଭାଗ ତରଫରୁ ଜଣାପଡିଛି।ପାନପୋଷ ରେଞ୍ଜରେ ୧୦ଟି ହାତୀ,ରାଜଗାଙ୍ଗପୁର ରେଞ୍ଜରେ ୨୨ଟି ହାତୀ,ବାଙ୍କୀ ରେଞ୍ଜରେ ୨୦ଟି ହାତୀ,ବିଶ୍ରା ରେଞ୍ଜରେ ୨୭ଟି ହାତୀ,କୁଆରମୁଣ୍ଡା ରେଞ୍ଜରେ ୫ଟି ହାତୀ ଓ ବୀରମିତ୍ରପୁର ରେଞ୍ଜରେ ୧ଟି ହାତୀଅଛନ୍ତି।ବିଭିନ୍ନ ଦଳ ଜଙ୍ଗଲରେ ହାତୀମାନଙ୍କର ଗତିବିଧି ଲକ୍ଷ୍ୟ କରିବାପାଇଁ ବନବିଭାଗ ତରଫରୁ ଆଜି ପହଞ୍ଚିଛନ୍ତି।

MORE NEWS