ଆଜି ତା:୦୮.୦୮.୨୦୨୬ ସନ୍ଧ୍ୟା ୪ ଟା ସମୟ ରେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ରେ କଂଗ୍ରେସ କର୍ମୀମାନେ ଜିଲ୍ଲା ସଭାପତି ଇଂ ଅମିତ କୁମାର ଗୁରୁ ଙ୍କ ନେତୃତ୍ୱ ରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କ କାର୍ଯ୍ୟକଲାପ ରେ ବିରୋଧ ଓ କଳା ପତାକା ପ୍ରଦର୍ଶନ କରିବା ପାଇଁ GM କଲେଜ ଛକ ଯାଉଥିବା ବେଳେ ଜିଲ୍ଲା ସଭାପତି ଇଞ୍ଜିନିୟର ଅମିତ୍ ଗୁରୁ ଙ୍କ ସମେତ ବରିଷ୍ଠ ଆଇନଜୀବୀ ନିରଞ୍ଜନ ତ୍ରିପାଠି,ବରିଷ୍ଠ କର୍ମୀ ଦିନ ପରିଡ଼ା, ବରିଷ୍ଠ ଆଇନଜୀବୀ ସୁରେନ୍ ମହାନ୍ତି, ଜିଲ୍ଲା ଉପ ସଭାପତି ଜିତେନ ମହାନନ୍ଦ,ମହିଳା ସଭାପତି ବିଜୟ ଲକ୍ଷ୍ମୀ ବେହେରା, ବରିଷ୍ଠ ନେତା ଜୟରାମ ବଣିଆ,ଜିଲ୍ଲା ସାଧାରଣ ସମ୍ପାଦକ ମୋହନ ଶାହ,ଜିଲ୍ଲା ସାଧାରଣ ସମ୍ପାଦକ ଏମ୍ ଡି ରହିମ୍ ,
ଜିଲ୍ଲା ସମ୍ପାଦକ ସଦାନନ୍ଦ ବରାଡ,, ସଂଖ୍ୟାଲଘୁ ବିଭାଗ ଏମ୍ ଡି ସକ୍କୁ, ଟାଉନ୍ ସଭାପତି ଅଶୋକ ମେହେର,ହୀରାକୁଦ ଟାଉନ୍ ସଭାପତି ରବି ରାଉତ୍, ଦିନେଶ ସାନବଡ,,ନକୁଳ ବେହେରା, ଏମ୍ ଡି କଳିମ୍ ଖାନ୍,ନିତ୍ୟାନନ୍ଦ ନାଗ,ପ୍ରେମାରଞ୍ଜନ ପ୍ରଧାନ, ମହିଳା ଜିଲ୍ଲା ସାଧାରଣ ସମ୍ପାଦକ ସୁବର୍ଣ୍ଣ ମେହେର , ଲକ୍ଷ୍ମୀ ଶତପଥୀ, ସୁଭଦ୍ରା ବେହେରା, ତ୍ରିବେଣୀ ତରିଆ,ମେଘା ଓରାମ ,ନନ୍ଦିନୀ ଓରାମ , ମାନେଶ୍ୱର ବ୍ଲକ ଜୋନ୍ ୧ ସଭାପତି ସଞ୍ଜୟ ଛୁରିଆ ସସହ ବହୁ କଂଗ୍ରେସ କର୍ମକର୍ତ୍ତା ଙ୍କୁ କ୍ଷେତ୍ରାପୁର ଥାନା ରେ ଗିରଫ କରି ଅଟକ ରଖିଥିଲେ
“DEPARTMENT OF MEDIA,DCC SAMBALPUR