#ଆଜି_ମହିଳାଙ୍କ_ପାଇଁ_ମାଗଣା_ଆମ_ବସ୍_ସେବା
ରାକ୍ଷୀ ଅବସରରେ ଆଜି ମହିଳାଙ୍କ ପାଇଁ ମାଗଣା ‘ଆମ ବସ୍' ସେବା CRUT ପକ୍ଷରୁ ମହିଳାଙ୍କ ପାଇଁ ଆମ ବସ୍ରେ ମାଗଣା ଯାତ୍ରା ଘୋଷଣା -ଭୁବନେଶ୍ବର, କଟକ, ପୁରୀ, ରାଉରକେଲାରେ 'ମାଗଣା ଆମ ବସ୍' ସେବା -ଆଜି ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ- CRUT ଆଜି ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ- CRUT
#FreeAmaBus #RakhiSpecial #CRUT
#WomenEmpowerment #CHARCHATV