Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
tv4odisha
1
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ କଂଗ୍ରେସ ର ପ୍ରତିଶୋଧ ରାଲି। ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍ କହିଲେ ମୋତେ ବିଜେଡି ର ନେତାମାନେ ମିଛଟାରେ ବଦନାମ୍ କରୁଛନ୍ତି। ମୋର ଆଚରଣ ସେଇଭଳି ନାହିଁ। ସେଥିପାଇଁ ବିଜେଡି ଛିଡୁଛି, କଂଗ୍ରେସ ଉଠୁଛି।
Jeypore, Koraput
| Jun 6, 2026
MORE NEWS
କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ଆସନ୍ତା ରଥଯାତ୍ରାକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ କୋରାପୁଟ ସ୍ଥିତ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ
Jeypore, Koraput | Jun 27, 2026
କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ଆସନ୍ତା ରଥଯାତ୍ରାକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ କୋରାପୁଟ ସ୍ଥିତ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଏସପି ରୋହିତ ବର୍ମା, ଅତିରିକ୍ତ ଜ଼ିଲ୍ଲାପାଳ ତପନ କୁମାର ନାୟକ, ନରେନ୍ଦ୍ର ଶବର, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ଙ୍କ ସମେତ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ମନ୍ଦିର ପ୍ରଶାସନ ଓ କୋରାପୁଟବାସୀ ଉପସ୍ଥିତ ଥିଲେ। ମନ୍ଦିର ସମ୍ପାଦକ ଭବାନୀ ଆଚାର୍ଯ୍ୟ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କିତ ବିବରଣୀ ପାଠ କରିଥିଲେ
Jeypore, Koraput | Jun 27, 2026
ପୁଣି ଭୁବନେଶ୍ୱରରେ ଲଜ୍ୟା ଦୁଷ୍କର୍ମର ଅଭିଯୋଗ ଆଣିଲେ ପୀଡ଼ିତାର ମା #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates #odishacurrentaffairs #odialivenews #breakingnews
Jeypore, Koraput | Jun 27, 2026
ସୁଜାତାଙ୍କ ନାଁ ରୁ ହଟିଲା ପାଣ୍ଡିଆନ #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates #odishacurrentaffairs #odialivenews #breakingnews
Jeypore, Koraput | Jun 27, 2026
ବାଲେଶ୍ୱରରେ ମାତିଛନ୍ତି ଫ୍ରଡ ବ୍ୟାଙ୍କ୍ କର୍ମଚାରୀ ! #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates #odishacurrentaffairs #odialivenews #breakingnews
Jeypore, Koraput | Jun 27, 2026
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ କଂଗ୍ରେସ ର ପ୍ରତିଶୋଧ ରାଲି। ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍ କହିଲେ ମୋତେ ବିଜେଡି ର ନେତାମାନେ ମିଛଟାରେ ବଦନାମ୍ କରୁଛନ୍ତି। ମୋର ଆଚରଣ ସେଇଭଳି ନାହିଁ। ସେଥିପାଇଁ ବିଜେଡି ଛିଡୁଛି, କଂଗ୍ରେସ ଉଠୁଛି। - Jeypore News