Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
Haryana
Uttarpradesh
���ादी
Crimenews
Aap
Indore
Bareilly
No video available

ମନମୁଣ୍ଡା: ସାନଝାରମୁଣ୍ଡା ନିକଟରୁ ୮ ଖଣ୍ଡ ଶାଗୁଆନ ଗଣ୍ଡି ଜବତ, ୨ ଅଟକ

ସାନଝାର ମୁଣ୍ଡା ନିକଟରୁ 8ଖଣ୍ଡ ଶାଗୁଆନ ଗଣ୍ଡି ଜବତ ସହ 2ଅଟକ ସୂଚନା ମତେ ଆଜି 12ଘଣ୍ଟା ସମୟ ରେ କଣ୍ଟାମାଲ ରେଞ୍ଜ ର ବରପଦର ସେକ୍ସନ ର ଫରେଷ୍ଟର ଙ୍କ ନେତୃତ୍ୱ ରେ ଏକ ଟିମ ସାନଝାର ମୁଣ୍ଡା ନିକଟରେ ବେଆଇନ ଭାବରେ ଶାଗୁଆନ ପଟା କଟାଯାଉଥିଲା I ଫଳରେ ସେଠାରୁ 8ଗୋଟି ଶାଗୁଆନ ଗଣ୍ଡି ଜବତ ସହ ଦୁଇ ଜଣକୁ ଅଟକ ରଖିଛି ବନବିଭାଗ I ଏହି ଚଢ଼ାଉ ରେ ଫରେଷ୍ଟଗାର୍ଡ ଓ ୱାଚର ସାମିଲ ହୋଈଥିଲେ I