ମନମୁଣ୍ଡା: କଣ୍ଟାମାଲ ବ୍ଲକର ବିଭିନ୍ନ ସ୍ଥାନରେ ଭାଇଜିଉଁତିଆ ଓଷା ପାଳିତ
ବିଭିନ୍ନ ସ୍ଥାନ ରେ ପଶ୍ଚିମ ଓଡିଶାର ଆଉ ଏକ ମହାନ ପର୍ବ ଭାଇଜୁନ୍ତିଆ ଓଷାପାଳିତ ଆଜି ହେଉଛି ଭାଇଜୁନ୍ତିଆ ଓଷା କେବଳ ଏହା ପଶ୍ଚିମ ଓଡିଶା ରେ ଦେଖିବାକୁ ମିଳିଥାଏ ଏହା ଭାଇର ମଙ୍ଗଳ ଓ ଦୀର୍ଘଆୟୁ ପାଇଁ ଭଉଣୀ ନିର୍ଜଳା ଉପବାସ ରହି ଏହି ଓଷା କରିଥାନ୍ତି ତେବେ ଏହା ବୌଦ୍ଧ ଜିଲ୍ଲାର କଣ୍ଟାମାଲ ମନମୁଣ୍ଡା ଓ ବିଭିନ୍ନ ଗାଁ ମାନଙ୍କରେ ଭଉଣୀ ମାନେ ମା ଦୁର୍ଗା ଙ୍କ ପୀଠ ରେ ଫୁଲ ଦୁବ ଜୁନ୍ତିଆ କୁ ଛଡେଇ ପୂଜାକରୁ ଥିବା ଦେଖିବାକୁ ମିଲିଛି I