Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Uttarpradesh
No video available

ମନମୁଣ୍ଡା: କଣ୍ଟାମାଲ ଠାରେ ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ

କଣ୍ଟାମାଲ ଠାରେ ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ ଏହି କାର୍ଯ୍ୟକ୍ରମ ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ବିଭାଗ ଓଡିଶା ସରକାର ଙ୍କ ସହାୟତା ରେ ଆୟୋଜନ କରାଯାଇଛି I କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ର ମୁଖ୍ୟ ଆମ୍ବୁଜ ସତପଥୀ ରେୟାର ସଦା ସମ୍ପାଦକ ଓ ଅନନ୍ୟ ମାନେ ଉପସ୍ଥିତ ଥିଲେ I ଏହା ପରେ ଭଉତୀକ ଚିକିତ୍ସକ ସୋମନାଥ ସାହୁ ଅଭିଵାବକ ମାନଙ୍କୁ ମାନସିକ ପକ୍ଷଘାତ ସମ୍ପର୍କ ରେ ବୁଝେଇଥିଲେ I ଏହା କୌଣସି ପ୍ରକାର ରୋଗ ନୁହେଁ ସମ୍ପୂର୍ଣ ଅରାଗ୍ୟ ପାଇଁ ଏହାର ଔଷଧ ନାହଁ ଏହା ଏକ ଅବସ୍ଥା ଯାହାକି ଭୌତୀକ ମଧ୍ୟ୍ୟମରେ ପରିବର୍ତନ କରାଯିବ ଵୋଲି କହିଥିଲେ I