ଆରମ୍ଭ ହେଲା ଗୋସାଇଁନୁଆଁଗାଁର ପ୍ରସିଦ୍ଧ ମାଁ କଳୁଆଙ୍କ ଯାତ୍ରା । ମଧ୍ୟରାତ୍ରୀରେ ନିଜ ମନ୍ଦିରରୁ ବାହାରି ଅସ୍ଥାୟୀ ପୀଠ ଅଭିମୁଖେ ମାଁ କାଳୁଆ।କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଅସ୍ଥାୟୀ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ । #gtvnewsodisha #berhampur #ganjam #odisha #silkcity