Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Bihar
कांग्रेस
चोरी
बीजेपी
भाजपा
Congress
Modi
Delhi
Viral
Crime
Odisha
Up
अमित_शाह
Bollywood
दिल्ली
Breakingnews
Madhya_pradesh
उत्तरप्रदेश
Rahulgandhi
यूपी
Uttarpradesh
Haryana
Lucknow
Jdu
Uttarakhand
odishatour
୩୦୧ କିଲୋମିଟର ଦୀର୍ଘ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପଥ କାମ ଶେଷ ପର୍ଯ୍ୟାୟରେ..! ଜାଣନ୍ତୁ ବର୍ତ୍ତମାନର ସ୍ଥିତି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବଡ଼ ଅପ୍ଡେଟ୍ ! ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବାକିଥିବା ୬୨ କିମି କାମ। #KhordhaBalangirRailway #OdishaRailwayProject #IndianRailways #EastCoastRailway #OdishaNews #KalingaTV #InfrastructureUpdate #OdishaTour
Baudh Sadar, Boudh (Bauda)
| Nov 3, 2026
#khordhabalangirrailway
#odisharailwayproject
#indianrailways
#eastcoastrailway
#odishanews
#kalingatv
#infrastructureupdate
#odishatour
MORE NEWS
କୋଳରେ ବସାଇ ସଖୀ ଦିଅନ୍ତି ଚୁମ୍ବନ l ଏକ ସୁନ୍ଦର ଭଜନ ଥରେ ନିହାତି ଦେଖନ୍ତୁ l ଭଲ ଲାଗିଲେ କମେଣ୍ଟ କରନ୍ତୁ l #OdiaBhajan #OdiaKirtan #DevotionalSong #OdiaDevotional #Bhajan #OdiaCulture #JagannathBhajan #Bhakti
Baudh Sadar, Boudh (Bauda) | Nov 3, 2026
ୟୁଜିସି ନୂତନ ନିୟମାବଳୀର ପୁନର୍ବିଚାର ଦାବିରେ ବୌଦ୍ଧ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ୟୁଜିସି (UGC) ର ନୂତନ ନିୟମାବଳୀର ପୁନର୍ବିଚାର ଦାବି ନେଇ ଆଜି "ବ୍ରାହ୍ମଣ ସମାଜ, ବୌଦ୍ଧ ଜିଲ୍ଲା" ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରିତ ଏହି ସ୍ମାରକପତ୍ରରେ ୟୁଜିସି ର ନୂଆ ନିୟମାବଳୀ ଯୋଗୁଁ ସୃଷ୍ଟି ହେଉଥିବା ଅସନ୍ତୋଷ ଏବଂ ଏହାର ପୁନର୍ବିଚାର କରିବାର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁସାରେ ଆଜି ସକାଳ ୧୧ ଘଣ୍ଟା ସମୟରେ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଓ ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଏହି ଦାବିପତ୍ର ପ୍ରଦାନ କରିଥିଲେ। #
Baudh Sadar, Boudh (Bauda) | Nov 3, 2026
ବାତ୍ୟା ପାଇଁ କନ୍ଧମାଲ ପୋଲିସ ଏବେ ଲୋକଙ୍କ ସେବାରେ ଲାଗିଛି I ଲୋକଙ୍କ କଥା ବୁଝିବା ପାଇଁ ପାଖରେ ପହଂଚିଛି I ଖାଦ୍ୟ ବଣ୍ଟନ ମଧ୍ୟ୍ୟ କରୁଛି
Baudh Sadar, Boudh (Bauda) | Nov 3, 2026
ଏବେ ଟ୍ରାକ୍ଟର ଚାଲାଣ ହେଉଛି ଗଂଜେଇ ନୂଆ ଫଣ୍ଡାରେ ଗଞ୍ଜେଇ ଚାଲାଣ । ଟ୍ରାକ୍ଟର ଟ୍ରଲି ଭିତରେ ପ୍ୟାକେଟ ବନେଇ ଗଞ୍ଜେଇ ଚାଲାଣ । ଚାଲାଣ ସମିଆରେ ଧରଲା ନାକଟିଦେଉଲ ପୁଲିସ୍ । ଟ୍ରାକ୍ଟର ଟ୍ରଲିରୁ ୮୩ କେଜି ଗଞ୍ଜେଇ ଜବତି । ଡ୍ରାଇଭର ଫେରାର ଥିବା ବେଲେ ତଦନ୍ତ କରୁଛେ ପୁଲିସ୍ #sambalpur #ganja #tractor #
Baudh Sadar, Boudh (Bauda) | Nov 3, 2026
ତ୍ରିପୁରା ରେ ଯବାନ ଉପରେ ଆକ୍ରମଣ I 4-5ଜଣ ଯବାନ ଆହତ I
Baudh Sadar, Boudh (Bauda) | Nov 3, 2026
ଭାବପୂର୍ଣ୍ଣ ପରିବେଶରେ ଅଧ୍ୟକ୍ଷ ଓମପ୍ରକାଶ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ l ବୀରନରସିଂହପୁର: ସାଧୁଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଓମପ୍ରକାଶ ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଭାବପୂର୍ଣ୍ଣ ପରିବେଶରେ ଆୟୋଜିତ ହୋଇଥିଲା। ଶ୍ରୀ ନବକିଶୋର ଦୀପଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନିରୋଦ ମେହେର, ଶ୍ରୀ ସୁବାସଚନ୍ଦ୍ର ମହାକୁଡ଼, କେଲାକଟା ଏମ୍.ଜି.ପି. ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଦୁଃଖୁ ଗାଈଗୌରିଆ ଓ ଆଲୁମିନାଇ ସଂଘର ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କ ବ୍ୟାଣ୍ଡବାଜା ସହ ଶ୍ରୀ ପ୍ରଧାନଙ୍କୁ ଉତ୍ସବସ୍ଥଳକୁ ପାଛୋଟି ନିଆଯାଇ ପଗଡ଼ି ଓ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମାନପତ୍ର ପ୍ରଦାନ କରି ତାଙ୍କର ଦୀର୍ଘଦିନର ଶିକ୍ଷାଦାନ, କର୍ତ୍ତବ୍ୟନିଷ୍ଠା, ପ୍ରଶାସନିକ ଦକ୍ଷତା ଓ ବିଦ୍ୟାଳୟ ପ୍ରତି ଅବଦାନକୁ ସ୍ମରଣ କରିଥିଲେ। ଶ୍ରୀ ଫଣୀଭୂଷଣ ବିଶ୍ୱାଳ ସଭା ପରିଚାଳନା କରିଥିବାବେଳେ ଶ୍ରୀ ରାଜୀବ କଂହର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ପୁରାତନ ଏବଂ ବର୍ତ୍ତମାନ ଛାତ୍ର ଛାତ୍ରୀମାନଙ୍କ ସହଯୋଗରେ ଉତ୍ସବଟି ସଫଳ ହୋଇଥିଲା।
Baudh Sadar, Boudh (Bauda) | Nov 3, 2026
କାର ଓ କୁକୁଡ଼ା ବୁଝେଇ ମାଡି ମଧ୍ୟରେ ଦୁର୍ଘଟଣା ଅଳ୍ପକେ ବର୍ତିଲେ ଉଭୟ ଚାଲାକ I ବୌଦ୍ଧ -ମନମୁଣ୍ଡା ଥାନାର ଗୁଡ଼ଭେଳି ପଦର ନିକଟରେ ଘଟିଛି ଏହି ଦୁର୍ଘଟଣା
Baudh Sadar, Boudh (Bauda) | Nov 3, 2026
ଫିଲ୍ମ ରୁ ବଳିଗଲାଣି କଣ୍ଟାମାଲ ର ଗଂଜେଇ ମାଫିଆ ଙ୍କ ବୁଦ୍ଧି I ଟ୍ରାକ୍ଟର କୁ ବି କଲେଣି ସିକ୍ରେଟ ଚାମ୍ବର I କିନ୍ତୁ ଧରାପଡିଲା I ଗଂଜେଇ ସହ ଜଣେ ଗିରଫ I ମନମୁଣ୍ଡା ଅବକାରୀ ବିଭାଗ ଦ୍ଵାରା
Baudh Sadar, Boudh (Bauda) | Nov 3, 2026