#ସଦର_ବ୍ଳକ_କସାଫଳ_ପଞ୍ଚାୟତ_ସାର୍ଥାବିନ୍ଧା_ଗ୍ରାମରେ_ଚାଲିଛି #ଏଭିକ୍ସନ ଗୋଟିଏ ନୂତନ ରାସ୍ତା ନିର୍ମାଣ ହେଇଥିଲା କିନ୍ତୁ ସେଇ ରାସ୍ତା କୁ ନେଇ ଏବେ ଚାଲିଛି ଏଭିକ୍ସନ ସଦର ତହସିଲଦାର ବସ୍ତା SDPO ଏବଂ ଦୁଇ ପ୍ଲାଟୁନ ପୋଲିସ ମୁତୟନ ଅଛନ୍ତି
#bharatnewsodia #balasore #SadarBlock #langaleswar
Singla, Balasore | Jun 4, 2026