#ମରିବୁ_ପଛେ_ଇଞ୍ଚେ_ବି_ଭିଟାମାଟି_ଆମେ_ଛାଡିବୁ_ନାହିଁ
ଜମ୍ଭିରାଇ ପଞ୍ଚାୟତ ରେ ଉପକୂଳ ଭିଟାମାଟି ସୁରକ୍ଷା କମିଟି ତରଫରୁ ବିଶାଳ ଜନ ସମାବେଶ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ |
#bharatnewsodia #CMOOdisha #Baliapal #viralvideos #highlights #collector #jambhirai
Singla, Balasore | Jun 2, 2026