#୪ହଜାର_୫୦୦_ଲିଟର_ଦେଶୀ_ମଦ_ସହିତ_ତିନୋଟି_ମାରାଣସ୍ତ୍ର #ଜବଦ
ଚୋରା ଦେଶୀ ମଦ ଗୋଦାମ ଉପରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମର ଚଢ଼ାଉ ଅନେକ ଗୁଡିଏ ଦରକାରୀ କାଗଜପତ୍ର ଜବତ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜପୁର ଠାରେ ଘଟିଛି ଏଭଳି ଘଟଣା |
#bharatnewsodia #balasore #jaleswarnews
Singla, Balasore | Jun 5, 2026