Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

News in Singla

ଚାରି ବର୍ଷର ଝିଅକୁ ବାଲେଶ୍ୱର CWC ଚେୟାରମେନ ସ୍ନିଗ୍ଧା ଦାସ ତାଙ୍କ ବାପାଙ୍କୁ ଦେଖା କରିବାକୁ ନଦେବା ଏବଂ ବିନା କୌଣଷି ତଥ୍ୟ ଯାଞ୍ଚ ନକରି ବାପ ଠାରୁ ଝିଅକୁ ଅଲଗା କରି ଆଶ୍ରମ ରେ ରଖିବାକୁ ନେଇ ତାତିଲେ ସାଂସଦ। ଫୋନ କରି ସଂପୃକ୍ତ ଚେୟାରମେନ ଙ୍କୁ ତାଗିଦ୍ କରିବା ସହିତ ବାପ ଝିଅଙ୍କୁ କେଉଁ ଆଇନ ଜରିଆରେ ଅଲଗା କଲେ ଏବଂ ଦେଖା କରିବାକୁ ଦେଲେନାହିଁ ବୋଲି ଅନେକ ପ୍ରଶ୍ନ ପଚାରିଥିବା ଦେଖିବାକୁ ମିଳିଛି।
#Nilagiri #Baleshwar #baleswar #bharatnewsodia

ଚାରି ବର୍ଷର ଝିଅକୁ ବାଲେଶ୍ୱର CWC ଚେୟାରମେନ ସ୍ନିଗ୍ଧା ଦାସ ତାଙ୍କ ବାପାଙ୍କୁ ଦେଖା କରିବାକୁ ନଦେବା ଏବଂ ବିନା କୌଣଷି ତଥ୍ୟ ଯାଞ୍ଚ ନକରି ବାପ ଠାରୁ ଝିଅକୁ ଅଲଗା କରି ଆଶ୍ରମ ରେ ରଖିବାକୁ ନେଇ ତାତିଲେ ସାଂସଦ। ଫୋନ କରି ସଂପୃକ୍ତ ଚେୟାରମେନ ଙ୍କୁ ତାଗିଦ୍ କରିବା ସହିତ ବାପ ଝିଅଙ୍କୁ କେଉଁ ଆଇନ ଜରିଆରେ ଅଲଗା କଲେ ଏବଂ ଦେଖା କରିବାକୁ ଦେଲେନାହିଁ ବୋଲି ଅନେକ ପ୍ରଶ୍ନ ପଚାରିଥିବା ଦେଖିବାକୁ ମିଳିଛି। #Nilagiri #Baleshwar #baleswar #bharatnewsodia

Singla, Balasore | Aug 2, 2026

#ଓକିଲ_କ୍ଲର୍କ_କୁ_ଆକ୍ରମଣ । 
ଏସଏଚଜି ମହିଳାଙ୍କ କେସ ରେ ସହଯୋଗ କରିଥିବା ରୁ ଓକିଲ କ୍ଲର୍କ ଙ୍କୁ ଆକ୍ରମଣ  ବସ୍ତା ଥାନା ରେ ଦେଲେ ଏତେଲା ।
 #BreakingNews #Odisha #attack #BASTA #balasore #Baliapal #bharatnewsodia

#ଓକିଲ_କ୍ଲର୍କ_କୁ_ଆକ୍ରମଣ । ଏସଏଚଜି ମହିଳାଙ୍କ କେସ ରେ ସହଯୋଗ କରିଥିବା ରୁ ଓକିଲ କ୍ଲର୍କ ଙ୍କୁ ଆକ୍ରମଣ ବସ୍ତା ଥାନା ରେ ଦେଲେ ଏତେଲା । #BreakingNews #Odisha #attack #BASTA #balasore #Baliapal #bharatnewsodia

Singla, Balasore | Aug 2, 2026

#ପିଇଓଙ୍କୁ_ଦୁର୍ବ୍ୟବହାର_ହେଇଥିବା_ଅଭିଯୋଗ_ରେ #ଜିଲ୍ଲାପାଳଙ୍କ_ଦ୍ୱାରସ୍ଥ_ହେଲା_ପିଇଓ_ସଂଘ
 ସଦର ବ୍ଲକର କାଇମାଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କେନ୍ଦ୍ର କରି ବିବାଦ ପରେ ଜଣେ ମହିଳା ପିଇଓଙ୍କ ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ଉଠିଛି। ଘଟଣାର ପ୍ରତିବାଦରେ ପିଇଓ ସଂଘ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି। 

#Dhenkanal #PMAY #bharatnewsodia #CMOOdisha

#ପିଇଓଙ୍କୁ_ଦୁର୍ବ୍ୟବହାର_ହେଇଥିବା_ଅଭିଯୋଗ_ରେ #ଜିଲ୍ଲାପାଳଙ୍କ_ଦ୍ୱାରସ୍ଥ_ହେଲା_ପିଇଓ_ସଂଘ ସଦର ବ୍ଲକର କାଇମାଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କେନ୍ଦ୍ର କରି ବିବାଦ ପରେ ଜଣେ ମହିଳା ପିଇଓଙ୍କ ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ଉଠିଛି। ଘଟଣାର ପ୍ରତିବାଦରେ ପିଇଓ ସଂଘ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି। #Dhenkanal #PMAY #bharatnewsodia #CMOOdisha

Singla, Balasore | Aug 2, 2026

#ପ୍ରଧାନମନ୍ତ୍ରୀ_ଆବାସ_ଯୋଜନା_ବଣ୍ଟନରେ_ଅନିୟମିତତା_ଅଭିଯୋଗ #ରେ_ଘଟଣାସ୍ଥଳ_ପରିଦର୍ଶନ_ବେଳେ_ଅଧିକାରୀଙ୍କ_ଉପରେ_ବର୍ଷିଲେ #ମନ୍ତ୍ରୀ_କୃଷ୍ଣ_ଚନ୍ଦ୍ର_ପାତ୍ର 
#dhenkal #CMOOdisha #ministar #krusnacandrapatra #bharatnewsodia

#ପ୍ରଧାନମନ୍ତ୍ରୀ_ଆବାସ_ଯୋଜନା_ବଣ୍ଟନରେ_ଅନିୟମିତତା_ଅଭିଯୋଗ #ରେ_ଘଟଣାସ୍ଥଳ_ପରିଦର୍ଶନ_ବେଳେ_ଅଧିକାରୀଙ୍କ_ଉପରେ_ବର୍ଷିଲେ #ମନ୍ତ୍ରୀ_କୃଷ୍ଣ_ଚନ୍ଦ୍ର_ପାତ୍ର #dhenkal #CMOOdisha #ministar #krusnacandrapatra #bharatnewsodia

Singla, Balasore | Aug 1, 2026

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ଅଭିଯୋଗ ଦେଖି । ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଥିବା ଦେଖି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ 
#denkanal #CMOOdisha #bharatnewsodia

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ଅଭିଯୋଗ ଦେଖି । ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଥିବା ଦେଖି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ #denkanal #CMOOdisha #bharatnewsodia

Singla, Balasore | Aug 1, 2026

#ଡଗରା_ମଦର_ଟେରେସା_ସେବାସଂଘ_ରେ_ହିମାଂଶୁ_ପାଳିଲେ_୧୫ତମ #ଜନ୍ମଦିନ  
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ରେ ଥିବା ମଦର ଟେରେସା ସେବାସଂଘ ରେ ବଳରାମପୁର ପଞ୍ଚାୟତ ର ବିଶ୍ୱନାଥପୁର ଗ୍ରାମର  ବିରେନ ମାଝୀ ଓ ମାତା ଝରଣା ମାଝୀ ଙ୍କ ସୁପୁତ୍ର ହିମାଂଶୁ ମାଝୀ  15 ତମ ଜନ୍ମଦିନ ପାଳିନ କରିଛନ୍ତି l 
#Dagara #balarampur #Baliapal #happybirthday #bharatnewsodia

#ଡଗରା_ମଦର_ଟେରେସା_ସେବାସଂଘ_ରେ_ହିମାଂଶୁ_ପାଳିଲେ_୧୫ତମ #ଜନ୍ମଦିନ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ରେ ଥିବା ମଦର ଟେରେସା ସେବାସଂଘ ରେ ବଳରାମପୁର ପଞ୍ଚାୟତ ର ବିଶ୍ୱନାଥପୁର ଗ୍ରାମର ବିରେନ ମାଝୀ ଓ ମାତା ଝରଣା ମାଝୀ ଙ୍କ ସୁପୁତ୍ର ହିମାଂଶୁ ମାଝୀ 15 ତମ ଜନ୍ମଦିନ ପାଳିନ କରିଛନ୍ତି l #Dagara #balarampur #Baliapal #happybirthday #bharatnewsodia

Singla, Balasore | Aug 1, 2026