Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
बीजेपी
मुख्यमंत्री
Congress
Modi
Delhi
Viral
Crime
Jharkhand
Dm
Up
मध्यप्रदेश
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
jeyporemediaa
ଆଠ ଜଣ ମୋ ପୁଅକୁ ମାରିଦେଲେ। ଜୟପୁର ଆସିଥିଲା ମୋବାଇଲ ରିପେୟାର କରିବା ପାଇଁ। ଫୋନ ଆସିଲା ଛୁରୀ ଭୁଷି ଦେଇଛନ୍ତି । ଏହି ପ୍ରତିକ୍ରିୟା ଦେଇଛନ୍ତି ମୃତକଙ୍କ ମାଆ। ଜୟପୁର ବ୍ଲକ କେବିଡି ଗାଁରୁ ଆସିଥିବା କିଶନ କୁଲଦୀପ ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। #jayapur #jeypore #jeyporepolice
Koraput Town, Koraput
| Aug 21, 2026
#jayapur
#jeypore
#jeyporepolice
MORE NEWS
ଜୟପୁର: ରାଜ ରାସ୍ତା କଡ଼ରେ ଛୁରୀ ଭୁଷି ଯୁବକଙ୍କୁ ହତ୍ୟା ଅଭିଯୋଗ। ଭଣଜା ହତ୍ୟାକୁ ନେଇ ମାମୁ କଣ ସନ୍ଦେହ କରୁଛନ୍ତି ଶୁଣନ୍ତୁ। ଜୟପୁର ବୋରିଗୁମ୍ମା ରାସ୍ତାର LIC ଅଫିସ ନିକଟ ପେପର ମିଲ ରାସ୍ତାରେ ଘଟିଛି ଘଟଣା ।
Koraput Town, Koraput | Aug 21, 2026
ଜୟପୁର: ମେଡିକାଲ୍ ସମ୍ମୁଖରେ ରାସ୍ତା ଆବାରୋଧ। NH 26 ବୋରିଗୁମା ରାସ୍ତାରେ ଯାତାୟାତ ବନ୍ଦ। ରାଜ ରାସ୍ତା କଡ଼ରେ ଛୁରୀ ଭୁଷି ଯୁବକଙ୍କୁ ହତ୍ୟା ଅଭିଯୋଗ।
Koraput Town, Koraput | Aug 21, 2026
🏦 ଜୟପୁରରେ SBI Oil Dealers Meet 2026 ତେଲ ଡିଲରଙ୍କ ସହ ସମ୍ପର୍କ ମଜବୁତ କରିବା ଉପରେ ଗୁରୁତ୍ୱ ଜୟପୁରରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ Oil Dealers Meet 2026 କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ SBIର ଡିଜିଏମ୍ ଆଲୋକ କୁମାର ସିହ୍ନା, RM ପ୍ରକାଶ ଗ୍ରାହାଚାର୍ଯ୍ୟ, ବରିଷ୍ଠ ଅଧିକାରୀ, RMSME ଟିମ୍ ଓ ବିଭିନ୍ନ ଅଞ୍ଚଳର ତେଲ ଡିଲରମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଆର୍ଥିକ ସୁବିଧା ଓ ବ୍ୟାଙ୍କିଂ ସେବା ସମ୍ପର୍କରେ ଆଲୋଚନା କରାଯାଇଥିଲା। କୋଟପାଡ଼ ଓ ଗାନ୍ଧୀଚୌକର ଚୟନିତ ଗ୍ରାହକଙ୍କୁ ସାଙ୍କସନ୍ ଲେଟର୍ ମଧ୍ୟ ପ୍ରଦାନ କରାଯାଇଥିଲା। ଏହା ସହ Customer Success Story ଓ Open Forum Discussion ମାଧ୍ୟମରେ ଡିଲରମାନେ ନିଜ ଅଭିଜ୍ଞତା, ସମସ୍ୟା ଓ ପ୍ରସ୍ତାବ ଅଧିକାରୀଙ୍କ ସମ୍ମୁଖରେ ରଖିଥିଲେ। 🤝 ବିଶ୍ୱାସ, ପ୍ରତିବଦ୍ଧତା ଓ ସହଭାଗିତା ମାଧ୍ୟମରେ ଗ୍ରାହକଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ହେଉଛି SBIର ଲକ୍ଷ୍ୟ। #SBI #OilDealersMeet2026 #Jeypore #Koraput #SBI #BusinessMeet #BankingServices #OdishaNews
Koraput Town, Koraput | Aug 21, 2026
🚨 ଜୟପୁରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଛୁରାମାଡ଼ରେ ମୃତ୍ୟୁ! ଜୟପୁରରେ ଚାଞ୍ଚଲ୍ୟକର ଘଟଣା। ଜାତୀୟ ରାଜପଥ-୨୬ ଉପରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ କେବିଡି ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଆକ୍ରମଣର କାରଣ ଏବଂ ଅଭିଯୁକ୍ତଙ୍କ ପରିଚୟ ନେଇ ତଦନ୍ତ ଜାରି ରହିଛି। 👉 ଘଟଣାର ଅଧିକ ତଥ୍ୟ ଆସିବା ବାକି। #ଜୟପୁର #କୋରାପୁଟ #ଛୁରାମାଡ଼ #ହତ୍ୟା #NH26 #PoliceInvestigation #BreakingNews #OdishaNews
Koraput Town, Koraput | Aug 21, 2026