Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews
odishatour
ସ୍ୱାଗତମ ଓଡ଼ଗାଁ #Odagaon #OdagaonRoad #Nayagarh #Odisha #Viralvideo
Baudh Sadar, Boudh (Bauda)
| Jul 20, 2026
#odagaon
#odagaonroad
#nayagarh
#odisha
#viralvideo
MORE NEWS
ଗଂଜେଇ ମାଫିଆ ଙ୍କ ସହ ପୋଲିସ ର ଲିଙ୍କ ଘଟଣା I ଶେଷରେ କାର୍ଯ୍ୟରୁ ନିଲମ୍ବନ ହେଲେ ମନମୁଣ୍ଡା ପୂର୍ବତନ ଥାନା ଅଧିକାରି ସସ୍ମିତା ମଗର I ଡିଜିପି କଲେ କାର୍ଯ୍ୟରୁ ବହିଷ୍କାର I ବୌଦ୍ଧ
Baudh Sadar, Boudh (Bauda) | Jul 21, 2026
ଦିଲ୍ଲୀ ଯନ୍ତର ମନ୍ତର ରେ ଛାତ୍ର ଛାତ୍ରୀ ଙ୍କ ଆନ୍ଦୋଳନ I ବିନା ପୋଷାକ ରେ ଛାତ୍ର ଛାତ୍ରୀ ଙ୍କୁ ମାରିବା ପାଇଁ କେମିତି ଯାଇଛନ୍ତି ଦେଖନ୍ତୁ
Baudh Sadar, Boudh (Bauda) | Jul 21, 2026
ଦିଲ୍ଲୀ ରେ ଛାତ୍ର ଛାତ୍ରୀ ଆନ୍ଦୋଳନ ର କିଛି ଚିତ୍ର I
Baudh Sadar, Boudh (Bauda) | Jul 21, 2026
ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କ୍ ଅଭିଯୋଗ: ମନମୁଣ୍ଡା ଥାନାର ପୂର୍ବତନ IIC ସୁସ୍ମିତା ମଗର ନିଲମ୍ବିତ! ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଚାଲିଥିବା ଗଞ୍ଜେଇ କାରବାର ଓ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗରେ ଶେଷରେ ହେଲା ବଡ଼ କାର୍ଯ୍ୟାନୁଷ୍ଠାନ। ମନମୁଣ୍ଡା ଥାନାର ପୂର୍ବତନ ଆଇଆଇସି (IIC) ସୁସ୍ମିତା ମଗରଙ୍କୁ ଚାକିରିରୁ ନିଲମ୍ବିତ (Suspend) କରାଯାଇଛି। କିଛି ଦିନ ତଳେ ତାଙ୍କୁ ମନମୁଣ୍ଡା ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ, ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତିର ସ୍ପଷ୍ଟ ପ୍ରମାଣ ମିଳିବା ପରେ ଆରକ୍ଷୀ ମହାନିର୍ଦ୍ଦେଶକ (DGP)ଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟରେ ଅପରାଧ ଓ ନିଶା କାରବାର ବିରୋଧରେ ଶୂନ୍ୟ ସହନଶୀଳତା (Zero Tolerance) ନୀତି ଆପଣାଯାଉଥିବା ବେଳେ, ନିଜେ ଆଇନର ରକ୍ଷକ ସାଜି ଭକ୍ଷକ ଭୂମିକା ଗ୍ରହଣ କରିଥିବା ଅଧିକାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ପୋଲିସ ବିଭାଗରେ ହଲଚଲ ସୃଷ୍ଟି କରିଛି। ସମ୍ପୂର୍ଣ୍ଣ ଖବର ପାଇଁ ପେଜ୍କୁ ଲାଇକ୍ ଓ ଫଲୋ କରନ୍ତୁ। #BoudhNews #Manamunda #OdishaPolice #GanjaMafia #Suspended #IICSusmitaMagar #ArgusNews #LatestUpdates #odishanewstoday
Baudh Sadar, Boudh (Bauda) | Jul 21, 2026
ସ୍ୱାଗତମ ଓଡ଼ଗାଁ #Odagaon #OdagaonRoad #Nayagarh #Odisha #Viralvideo - Baudh Sadar News