ତଲସରା: ରୁଣ ଆଦାୟ କରିବାକୁ ଭଙ୍ଗାମୁଣ୍ଡା ଗ୍ରାମ କୁ ଆସିଥିବା ଫାଇନାନ୍ସ କମ୍ପାନୀର ଏଜେଣ୍ଟ କୁ ମାଡ଼ ବଡ଼ଗାଁ ଥାନା ରେ ଅଭିଯୋଗ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଭଙ୍ଗାମୁଣ୍ଡା ଗ୍ରାମ କୁ ରୁଣ ଆଦାୟ କରିବାକୁ ଆସିଥିବା ଜଣେ ଫାଇନାନ୍ସ କମ୍ପାନୀର ଏଜେଣ୍ଟ କୁ ଏକ ପରିବାର ସଦସ୍ୟ ମିଶି ମାଡ ମାରିଥିବା ବଡ଼ଗାଁ ଥାନାରେ ଅଭିଯୋଗ ହୋଇଛି। ବଡ଼ଗାଁ ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।