Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Rajasthan
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଚିରୁଳେଇ ଗ୍ରାମ ଠାରେ ୭୫ ତମ ଶରତ ରାସ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଚିରୁଳେଇ ଗ୍ରାମ ଗୋଷ୍ଠି ଘର ଠାରେ ଆଜି ତା ୫।୧୧।୨୫ ରିଖ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ୫ ଦିନ ବ୍ୟାପି ଶରତ ରାସ ଉତ୍ସବ ଉଦଯାପିତ ହୋଇଯାଇଛି। ଗ୍ରାମ ସଭାପତି ବେଣୁଧର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂପାଦକ ଅନ୍ତର୍ଯ୍ୟାମୀ ନାୟକ, ସଭ୍ୟ ନିର୍ମଳ ମହଲ, ଦୁଃଶାସନ ମହାନ୍ତି,ପଞ୍ଚାନନ ସ୍ୱାଇଁ,ପିଣ୍ଟୁ ଦୋରା,ନିର୍ମଳ ରାଉତ, ଭାସ୍କର ନାୟକ, ଦୀନବନ୍ଧୁ ରାଉତ, ପ୍ରସାନ୍ତ ସ୍ୱାଇଁ, ମୂରଲୀଧର ହୋତା, ବିଶ୍ବନାଥ ସାହୁ, ରୋହିତ ବେହେରା ଓ ନନ୍ଦ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

MORE NEWS

ଢେଙ୍କାନାଳସଦର ରେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ ନୂତନ ବସ୍ତ୍ର ଓ ସାନିଟାରୀ ପ୍ୟାଡ ବଣ୍ଟନସୌମ୍ୟା ମିଶ୍ର ଓ ଗୁଡ଼ି ଶତପଥୀ ଉପସ୍ଥିତ ରହି ସମ୍ଭବ କରିଥିଲେ 

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ କୁନି ପିଲାଙ୍କୁ ନୂତନ ବସ୍ତ୍ର ଓ ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ଼ ଦିଆଗଲା।ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମର ଏକ ବସ୍ତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଗଲା।ବଣ୍ଟନ କାର୍ଯ୍ୟ ସମେତ ଋତୁସ୍ରାବ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଗଲା।ଏଥିରେ ସମାଜସେବୀ ଶୁଭ ପଣ୍ଡା ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘର କାର୍ଯ୍ୟକର୍ତ୍ତା ସୌମ୍ୟା ମିଶ୍ର ଓ ଗୁଡ଼ି ଶତପଥୀ ଉପସ୍ଥିତ ରହିଥିଲେ।ସହଯୋଗର ହାତ ବଢ଼େଇ ଥିଲେ ସୁଦୀପା ମିଶ୍ର, ସୌମ୍ୟ ରଂଜନ ପାଢ଼ୀ, ବିଶ୍ୱଜିତ୍ ସେଠୀ ଓ ସୌମ୍ୟା ମିଶ୍ର।
Highlight#public #Dhenkanal

ଢେଙ୍କାନାଳସଦର ରେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ ନୂତନ ବସ୍ତ୍ର ଓ ସାନିଟାରୀ ପ୍ୟାଡ ବଣ୍ଟନସୌମ୍ୟା ମିଶ୍ର ଓ ଗୁଡ଼ି ଶତପଥୀ ଉପସ୍ଥିତ ରହି ସମ୍ଭବ କରିଥିଲେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ କୁନି ପିଲାଙ୍କୁ ନୂତନ ବସ୍ତ୍ର ଓ ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ଼ ଦିଆଗଲା।ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମର ଏକ ବସ୍ତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଗଲା।ବଣ୍ଟନ କାର୍ଯ୍ୟ ସମେତ ଋତୁସ୍ରାବ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଗଲା।ଏଥିରେ ସମାଜସେବୀ ଶୁଭ ପଣ୍ଡା ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘର କାର୍ଯ୍ୟକର୍ତ୍ତା ସୌମ୍ୟା ମିଶ୍ର ଓ ଗୁଡ଼ି ଶତପଥୀ ଉପସ୍ଥିତ ରହିଥିଲେ।ସହଯୋଗର ହାତ ବଢ଼େଇ ଥିଲେ ସୁଦୀପା ମିଶ୍ର, ସୌମ୍ୟ ରଂଜନ ପାଢ଼ୀ, ବିଶ୍ୱଜିତ୍ ସେଠୀ ଓ ସୌମ୍ୟା ମିଶ୍ର। Highlight#public #Dhenkanal

Dhenkanal Sadar, Dhenkanal | Jun 13, 2026

ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଆଇନ୍ ଛାତ୍ର ଓ ତାଙ୍କ ବାପା ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ।

ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଆଇନ୍ ଛାତ୍ର ଓ ତାଙ୍କ ବାପା ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ।

Dhenkanal Sadar, Dhenkanal | Jun 13, 2026