Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
No video available

ପାଟକୁରା: ବିରିଜଙ୍ଗା ଓ ପୁଣ୍ଡିଲୋ ଗ୍ରାମରେ ବଜ୍ରାଘାତରେ ଦୁଇ ଜଣ ଙ୍କ ମୃତ୍ୟୁ ସୂଚନା

Patkura, Kendrapara | Apr 17, 2024
ପାଟକୁରା ନିର୍ବାଚନ ମଣ୍ଡଳୀର ତଳକୁସୁମା ପଞ୍ଚାୟତ ରେ ମଙ୍ଗଳବାର ଦିନ ୫ଘଟିକା ସମୟରେ ବଜ୍ରାଘାତ ଯୋଗୁଁ ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ ନାମକ ଜନୈକ ୭୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବରିଜଙ୍ଗା ଗ୍ରାମର ଶିବପ୍ରସାଦ ସାହୁ (ବୟସ-୬୫) ବିଲରୁ ଘରକୁ ଫେରୁଥିବା ସମୟରେ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଜଣା ପଡିଛି। ଏପରି ଦୁଃଖଦ ଖବର ଜଣା ପଡିବା ପରେ ତଳକୁସୁମା ପଞ୍ଚାୟତର ଦୁଇ ପୂର୍ବତନ ସରପଞ୍ଚ ଅଜୟ ଦାଶ ଏବଂ ଅଶୋକ ଜେନା ପିଡ଼ିତ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ।

MORE NEWS

ପାଟକୁରା: ବିରିଜଙ୍ଗା ଓ ପୁଣ୍ଡିଲୋ ଗ୍ରାମରେ ବଜ୍ରାଘାତରେ ଦୁଇ ଜଣ ଙ୍କ ମୃତ୍ୟୁ ସୂଚନା - Patkura News