Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ଧମା: ଧମା ନିକଟରେ ଭାରିଜାନ ଚଳାଚଳ ନେଇ ଉତ୍ତେଜନା , ସମ୍ବଲପୁର ସୋନପୁର ରାସ୍ତା ଅବରୋଧ

Dhama, Sambalpur | Jan 3, 2026
ଭାରିଜାନ ଚଳାଚଳ ନେଇ ଉତ୍ତେଜନା , ସମ୍ବଲପୁର ସୋନପୁର ରାସ୍ତା ଅବରୋଧ ସମ୍ବଲପୁର ସୋନପୁର 15 ନମ୍ବର ରାଜ୍ୟ ରାଜପଥ ଦେଇ ପ୍ରତ୍ୟେକ ଦିନ ଭାରି ଯାନ ଚଳାଚଳ ନେଇ ଉତ୍ତେଜନା ଦେଖିବାକୁ ମିଳିଛି l ଶନିବାର ସକାଳେ ଧମା ନିକଟରେ ଏକ 80 ଚକ ବିଶିଷ୍ଠ ଭାରି ଯାନ 23 ଫୁଟ ଉଚ୍ଚ ର ଏକ ଓଜନିଆ ଭର୍ତ୍ତି ବାକ୍ସ ନେଇ ଆସୁଥିବା ବେଳେ ସେଥିରେ ବାଜି ଏକ ଗଛ ଡାଳ ଦୋକାନ ଉପରେ ପଡିଥିଲା ଏଥିରେ ଜନସାଧାରଣ ଉତ୍ତେଜିତ ହୋଇ ଗାଡିକୁ ଅଟକାଇ ଦେଇଥିଲେ l ଯାହାଫଳରେ ସମ୍ବଲପୁର ସୋନପୁର ରାସ୍ତା ଦୀର୍ଘ ସମୟ ଧରି ଅବରୋଧ ହୋଇଥିଲା l ସେହିପରି ଏହି ଗାଡିକୁ ପାର କରିବା ପାଇଁ ଦୀର୍ଘ ସମୟ ଧରି ବିଦ୍ୟୁତ ଯୋଗାଣ